Home Posts tagged Tamil Nadu (Page 3)
Odisha News
ତାମିଲ୍ନାଡୁ, ୨୭/୩: ବୁଧବାର ସକାଳେ ତାମିଲ୍ନାଡୁର ତଞ୍ଜାବୂରରେ ଏକ ମନ୍ଦିରର ରଥଯାତ୍ରାରେ ଉଚ୍ଚ କ୍ଷମତାସମ୍ପନ୍ନ ବିଜୁଳି ତାର ସଂସ୍ପର୍ଶରେ ଆସି ଅନ୍ୟୂନ ୧୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ୨ଜଣ ପିଲା ମଧ୍ୟ ଥିବା କଥା ଜଣାପଡ଼ିଛି।ପ୍ରାପ୍ତ ସୂଚନା ଅନୁସାରେ, କାଳିମେଡୁ ନିକଟସ୍ଥ ଅପ୍ପର ମନ୍ଦିରର ରଥଯାତ୍ରା ବାହାରି ଥିବା ବେଳେ ଉକ୍ତ ଅଘଟଣ ଘଟିଛି।ମଙ୍ଗଳବାର ରାତିରେ ଅପ୍ପର ଗୁରୁପୂଜାଇ (ପ୍ରଭୁ ଆୟାପ୍ପାଙ୍କ ଉତ୍ସବ) ପାଳନ Continue Reading