Home Posts tagged Tamato flue
Odisha News
କର୍ଣ୍ଣାଟକରେ,୧୨/୩: କର୍ଣ୍ଣାଟକରେ ଏବେ ଟମାଟୋ ଫ୍ଲୁ କୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଗତ କିଛି ଦିନ ଧରି କର୍ଣ୍ଣାଟକରେ ଏହି ରୋଗ ଦେଖା ଦେଇଛି। ପୂର୍ବରୁ ତାମିଲନାଡୁ ଓ କେରଳରେ ଏହି ରୋଗ ଦେଖା ଦେଇଥିଲା। ତେବେ ଏହି ସଂକ୍ରାମକ ରୋଗ ଧୀରେ ଧୀରେ ବ୍ୟାପୁଥିବାରୁ କର୍ଣ୍ଣାଟକରେ ହାଇ ଆଲର୍ଟ ଜାରି କରାଯାଇଛି।କର୍ଣ୍ଣାଟକର ମାଙ୍ଗାଲୁରୁ, ଉଡୁପି, କୋଡାଗୁ, ଚାମରାଜନଗର ଓ ମହିଶୂର ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି କେରଳରୁ Continue Reading
Seo wordpress plugin by www.seowizard.org.