Home Posts tagged Talcher
Odisha News
କଣିହାଁ, ୬/୪: ଆଜି ସକାଳେ ଏନଟିପିସି କଣିହାଁ ପ୍ଲାଣ୍ଟର ଷ୍ଟେଜ (୨) ସିଏଚପି ଏରିଆରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଟିପି ୧୫ରୁ ଟିପି ୧୬ ମଧ୍ୟରେ କନଭରବେଲ୍ଟ, ଲୁହାପୁଲି, ଟେକପ ଓ ମୋଟର ସବୁ ପୋଡ଼ି ନଷ୍ଟ ହୋଇଯାଇଛି।ଖବରପାଇ ଏନଟିପିସିର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଏନଟିପିସି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ଖବର ପାଇ ଏନଟିପିସି ଅଗ୍ନିଶମ ବିଭାଗ ଓ କଣିହାଁ ଅଗ୍ନିଶମ Continue Reading
Odisha News
ପୁରୀ,୧୧/୯: ମାତ୍ର ୬ ଘଣ୍ଟାରେ ପୁରୀରୁ ଯାଇହେବ ରାଉରକେଲା । ଓଡ଼ିଶାରେ ଚାଲିବାକୁ ଥିବା ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଚଳାଚଳ ଆଜି କରାଯାଇଛି ।ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରେନ୍ ଆଜି ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ ଆରମ୍ଭ ହୋଇଛି ।ଟ୍ରାଏଲ ରନ୍ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ଏହି ଟ୍ରେନ୍ ରହିଥିଲା । ପୁରୀ ଷ୍ଟେସନରୁ ସକାଳ ୯ଟା […]Continue Reading
Odisha News
ତାଳଚେର,୧/୯: ଶୁକ୍ରବାର ସକାଳେ ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ କାର୍ଯ୍ୟାଳୟ ନିକଟରୁ ଏକ ବୋମା ଉଦ୍ଧାର ହୋଇଛି। ତାଳଚେର ନନ୍ଦିରା ଭରତପୁରସ୍ଥିତ କ୍ୟାମ୍ପ ନିକଟସ୍ଥ ଗେଟ ପାଖରେ ବିଧାୟକଙ୍କ ସମର୍ଥନମାନେ ଏକ ବୋମାକୁ ଦେଖିବାକୁ ପାଇଥିଲେ। ତେବେ ଏହି ବୋମା କିଏ ଓ କାହିଁକି ରଖିଚି ତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ବର୍ତ୍ତମାନ ରାସ୍ତାର ଉଭୟ ପାର୍ଶ୍ଵକୁ ବନ୍ଦ୍ କରି ଦେଇଛି।ଏହାକୁ ନେଇ ଏବେ Continue Reading
Odisha News
ତାଳଚେର୨୮/୧୦: କଲେଜ ଯାଉଥିବା ଛାତ୍ରୀଙ୍କୁ କମେଣ୍ଟ ମାରିବା ଓ ଅଶ୍ଲୀଳ ଇଙ୍ଗିତ କରିବା ମହଙ୍ଗା ପଡ଼ିଛି। ଗାଁ ଲୋକେ ଧରି ବହେ ଛେଚିଛନ୍ତି। ଖାଲି ଛେତିନାହାନ୍ତି, ଲଣ୍ଡା କରି ଚପଲ ମାଳ ପାକାଇ ଗାଁ ଦାଣ୍ଡରେ ବୁଲାଇଛନ୍ତି। ଆଜି ଏପରି ଘଟଣା ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳରେ ଘଟିଛି।ପୂରା ଘଟଣାଟି ଏମିତି। ଗୁରୁବାର ତାଳଚେର ଥାନା ବାଲୁଙ୍ଗା ଗାଁର କେତେକ ଛାତ୍ରୀ କଲେଜ ଯାଉଥିଲେ। ତେବେ ରାସ୍ତାରେ ମୁଣ୍ଡା ହଟିଙ୍ଗର ୩ ଜଣ ଯୁବକ ନିଶାଶକ୍ତ […]Continue Reading
Odisha News
ତାଳଚେର,୨୧/୧୦: ବାଣ ଭିଡ଼ିବା ବେଳେ ଅଘଟଣ। ବିସ୍ଫୋରଣ ଘଟି ଜଣେ ମୃତ ଓ ୩ ଗୁରୁତର। ଆଜି ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତର ସାଆନ୍ଦା ଗ୍ରାମରେ ଏହି ଅଘଟଣ ଘଟିଛି। ମୃତକ ଜଣଙ୍କ ସେହି ଗ୍ରାମର ତ୍ରିପୁର ବେହେରା ବୋଲି ଜଣାପଡିଛି।ସକାଳୁ ତ୍ରିପୁର ତାଙ୍କ ନିଜ ଘରେ ଘରେ ବାଣ ଭିଡୁଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛପର ଉଡିଯାଇଥିଲା ଏବଂ ଘଟଣାସ୍ଥଳରେ ହିଁ ତ୍ରିପୁରଙ୍କ ମୃତ୍ୟୁ ଘଟିଥିଲା। […]Continue Reading
Odisha News
ତାଳଚେର,୨/୧୦: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍କୁ ଟ୍ରେଲର ଧକ୍କା ଦେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଆହୁରି ୨୫ରୁ ଅଧିକ ଆହତ ହୋଇଛନ୍ତି।ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି କଣିହାଁ ଥାନା ଅନ୍ତର୍ଗତ କଂସମୁଣ୍ଡା ଗାଁର ମନୁ ବେହେରା ଓ ମସୁଣିହତା ଗାଁର ମେନକା ପ୍ରଧାନ।ଗତକାଲି ରାତି ପ୍ରାୟ ସାଢ଼େ […]Continue Reading
Seo wordpress plugin by www.seowizard.org.