Home Posts tagged T 20 WORLD CUP 2024
Odisha News Sports News
ନ୍ୟୁୟର୍କ,୧୦/୬ : ଟି-୨୦ ବିଶ୍ୱକପ୍ ମୈଦାନରେ ପାକିସ୍ତାନ ବିପକ୍ଷରେ ଭାରତ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ମାତ୍ର ୧୧୯ ରନର ଟାର୍ଗେଟ ଦେଇଥିବା ଟିମ୍ ଇଣ୍ଡିଆ ପାକିସ୍ତାନ ହାତରୁ ଛଡ଼ାଇ ଆଣିଛି ବିଜୟ। ପୁଣି ଥରେ ବିଶ୍ୱ କ୍ରିକେଟରେ ଏହି ଚିର ପ୍ରତିଦ୍ୱନ୍ଦ୍ୱିଙ୍କ ମ୍ୟାଚ୍ ସ୍ମରଣୀୟ ହୋଇଯାଇଛି।କିନ୍ତୁ ଉଭୟ ବୋଲିଂ ଓ ବ୍ୟାଟିଂରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ପାକିସ୍ତାନର ନଶୀମ ଶାହା ଏ ପରାଜୟକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ଶେଷ Continue Reading
Seo wordpress plugin by www.seowizard.org.