
ରାଉରକେଲା, ୨୨/୧୨ : ସୁନ୍ଦରଗଡ଼ ବଣାଇ ରେଞ୍ଜର ଜକେଇକଳା ରୁଗୁଡ଼ି ସାହିର ଘରୁ ବାହାରୁଥିବା ବେଳେ ଧରଣୀଧର ପାତ୍ରଙ୍କୁ ଦନ୍ତାହାତୀ କଚାଡି ଦେଇଥିଲାକ୍ଷ ଗୁରୁତର ଅବସ୍ଥାରେ ତାଙ୍କୁ ବଣାଇ ଡାକ୍ତଖାନାରେ ଭର୍ତି କରାଯାଇଥିଲା କ୍ଷ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ କ୍ଷକ୍ଷତିପୂରଣ ଓ ହାତୀକୁ ଘୋଡାଇଦେବା ଦାବିରେ ସ୍ଥାନୀୟ ବାସିନ୍ଦା ଡିଏଫଓଙ୍କ ବାସଭବନ ଘେରାଉ କରିଥିଲେକ୍ଷ ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା କ୍ଷ ପୁଲିସ ଓ ବନ Continue Reading