
ଭୁବନେଶ୍ୱର, ୧୩/୯ : ଭବାନୀପାଟଣାରୁ ହୋଇଥିଲା ଅପହରଣ। ଆଉ ଭୁବନେଶ୍ୱରରେ ଏକ ଆପାର୍ଟମେଣ୍ଟର ଆଉଟ୍ହାଉସ୍ରୁ ମିଳିଲା ମୃତଦେହ। ହେଲେ ପ୍ରେମିକ ଫେରାର। ମୃତଦେହ ମିଳିବା ପରେ ଯୁବତୀଙ୍କ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଅପହରଣ କରି ଭୁବନେଶ୍ୱରରେ ଝିଅକୁ ମାରିଦେଲା ବୋଲି ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର କମିଶନରେଟ୍ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।କୋରାପୁଟ ଦାମନଯୋଡ଼ି ଥାନା Continue Reading