
ବଲାଙ୍ଗିର, ୧୦/୧୨ : ରେଳ ଧାରଣାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗିର ଜିଲ୍ଲା ଦେଓଗାଁ ରେଲୱେ ଷ୍ଟେସନ ନିକଟ ରେଳ ଧାରଣାରୁ ଯୁବକଙ୍କ ମୃତଦେହ ମିଳିଛି। ଟ୍ରାକ୍ ନିକଟରେ ଥିବା ଧାନ ବିଲରେ ରକ୍ତ ପଡ଼ିଥିବାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ।ଯୁବକ ଜଣଙ୍କର ଯଦି ଟ୍ରେନ ଧକ୍କାରେ ମୃତ୍ୟୁ ଘଟିଛି, ତାହାହେଲେ ନିକଟରେ ଥିବା ବିଲରେ ରକ୍ତ କେଉଁଠି ଆସିଲା, ତାକୁ ନେଇ Continue Reading