Home Posts tagged suicide
Odisha News
ଭୁବନେଶ୍ୱର,୨୪/୭ : ପାରିବାରିକ କଳହର କରୁଣ ପରିଣତି। ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଦମ୍ପତି। ଆଜି ସକାଳେ ଭୁବନେଶ୍ୱର ସ୍ଥିତ ବମିଖାଲ ନିକଟ ରେଳ ଧାରଣାରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି। ହେଲେ ସେମାନଙ୍କ ପରିଚୟ ମିଳିନାହିଁ।ଆଜି ସକାଳେ ଦମ୍ପତିଙ୍କ ମୃତଦେହ ରେଳଧାରଣା ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଜିଆର୍ପିକୁ ଖବର ଦେଇଥିଲେ। ଜିଆର୍ପି ପହଞ୍ଚି ଘଟଣାର ତଦନ୍ତ କରୁଛି।ପାରିବାରିକ କଳହରୁ ଉଭୟ ସ୍ୱାମୀସ୍ତ୍ରୀ ଟ୍ରେନ ଆଗକୁ ଡେଇଁ Continue Reading
Seo wordpress plugin by www.seowizard.org.