
ଚମ୍ପୁଆ.୨/୧: ନିଜ ସରକାରୀ ବାସଭବନରୁ ମିଳିଲା ଡାକ୍ତରଙ୍କ ମୃତଦେହ। ମୃତ ଡାକ୍ତରଜଣକ ୨୫ ବର୍ଷୀୟ ଶୁଭଶ୍ରୀ କର । ସେ କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳର ବନେଇକଳାଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ୟ୍ୟରତ ଥିଲେ । ହେଲେ କେଉଁ କାରଣରୁ ଶୁଭଶ୍ରୀ ମ୍ୟତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ ।ସରକାରଙ୍କ ନିରାମୟ ଯୋଜନାରେ ବନେଇକଳା ସହରାଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ନିୟୋଜିତ ଥିଲେ। ସେ ସ୍ୱାସ୍ଥ୍ୟ Continue Reading