ଭୁବନେଶ୍ବର, ୨୮/୩ : ରାଜ୍ୟ ସରକାରଙ୍କ ଲୋକପ୍ରିୟ ଯୋଜନା ‘ସୁଭଦ୍ରା’ରେ ସାମିଲ ହେବାକୁ ସୁଯୋଗ ଆସିଛି। ଯେଉଁ ମହିଳାମାନେ ଏହି ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନାହାନ୍ତି, ବିଶେଷ ଭାବେ ସେମାନେ ଏଥିରେ ସାମିଲ ହୋଇପାରିବେ। ମାତ୍ର ତିନି ଦିନ ପରେ ରାଜ୍ୟ ସରକାରଙ୍କ ସୁଭଦ୍ରା ପୋର୍ଟାଲ ଖୋଲିବ। ଏହା ପରେ ଆବଦନ କରିହେବ। ଅନ୍ଲାଇନ୍ କେନ୍ଦ୍ର ମାଧ୍ୟମରେ ମହିଳା ହିତାଧିକାରୀମାନେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ।ଆସନ୍ତା ଏପ୍ରିଲ ୧ Continue Reading




