Home Posts tagged SUBHA LAXMI SUICIDE CASES.
Odisha News
ଭୁବନେଶ୍ବର,୮/୮: ଶୁଭସ୍ମିତାଙ୍କ ମୃତ୍ୟୁ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏପର‌୍ୟ୍ୟନ୍ତ ପୋଷ୍ଟ ମର୍ଟମ୍ ରିପୋର୍ଟ ହସ୍ତଗତ ହୋଇନି କି ପୁଲିସକୁ ଦିଆ ଯାଇନାହିଁ। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନି। ଆଜି ସନ୍ଧ୍ୟା ସୁଦ୍ଧା ପୋଷ୍ଟ ମର୍ଟମ୍ ରିପୋର୍ଟ ଆସିବାର ସମ୍ଭାବନା ରହିଛି। ଏଣୁ ଶୁଭଲକ୍ଷ୍ମୀ ମଦ୍ୟପାନ କରିଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ଏପର୍ଯ୍ୟନ୍ତ କିଛି ଜଣା ପଡ଼ିନି। ଶବ Continue Reading
Seo wordpress plugin by www.seowizard.org.