ସୁବର୍ଣ୍ଣପୁର, ୩୧/୫ “ ସୁବର୍ଣ୍ଣପୁରର ସୋନପୁର ମହାନଦୀ ସେତୁ ଉପରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସ୍ୱାମୀଙ୍କ ସହ ଫଟୋ ଉଠାଇବାକୁ ଆସିଥିବା ଜଣେ ନବବିବାହିତା ହଠାତ୍ ମହାନଦୀକୁ ଡେଇଁପଡ଼ି ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଘଟଣା ପରେ ସେତୁ ଉପରେ କିଛି ସମୟ ପାଇଁ ଆତଙ୍କ ଓ ଉତ୍ତେଜନା ଦେଖାଦେଇଥିଲା।ସୂଚନା ଅନୁସାରେ, ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ସୋନପୁର ମହାନଦୀ ସେତୁକୁ ବୁଲିବା ସହ ଫଟୋ ଉଠାଇବା ପାଇଁ ଆସିଥିଲେ। ଦୁହେଁ ସେତୁ ଉପରେ […]Continue Reading




