
ଭୁବନେଶ୍ୱର, ୨୦/୧୧: ପୁଣି ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସର ରେଡ। ଭିଜିଲାନ୍ସ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଚଢାଉ ଚାଲିଛି।ସୂଚନାନୁଯାୟୀ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ। ଏକକାଳୀନ ଭାବେ ୧୦ଟିରୁ ଅଧିକା ସ୍ଥାନରେ ଭିଜିଲାନ୍ସ ବିଭାଗର ଚଢ଼ାଉ ଚାଲିଛି। ଏହି ସ୍ଥାନ ଗୁଡିକ ମଧ୍ୟରେ ତାଙ୍କର ସୁବର୍ଣ୍ଣପୁର ସ୍ଥିତ ଭଡ଼ା ଘର ଓ ଅଫିସ ସମେତ Continue Reading