Home Posts tagged state information commission
Odisha News
ଭୁବନେଶ୍ୱର,୯/୨:ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତି ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀ ମହାନ୍ତି ଗତବର୍ଷ ଅଗଷ୍ଟ ମାସରେ ଦୈନିକ ସମ୍ବାଦପତ୍ର ‘ସମାଜ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ପଦରୁ ଅବସର ନେଇଥିଲେ ।ଆଜି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀ ମହାନ୍ତି ରାଜ୍ୟ ସୂଚନା କମିଶନର ଭାବେ କାର‌୍ୟ୍ୟ କରିବେ । ଏହି ପଦବୀରେ ଯୋଗ ଦେବା ଦିନଠୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେବ । Continue Reading
Seo wordpress plugin by www.seowizard.org.