Home Posts tagged srinagar (Page 3)
Odisha News
ଶ୍ରୀନଗର, ୩୦/୧୦: ଘାଟିରେ ଭୟଙ୍କର ଭୂସ୍ଖଳନ। ଜମ୍ମୁ-କଶ୍ମୀର କିସ୍ତିୱାଡା ଜିଲ୍ଲାରେ ଶନିବାର ଭୂସ୍ଖଳନ ହୋଇଛି। ନିର୍ମାଣାଧିନ ରତେଲ ବିଦ୍ୟୁତ ପ୍ରକଳ୍ପ ସାଇଟ୍ରେ ଭୂସ୍ଖଳନ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇଛି ଡୋଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ, ଚେନାବ ନଦୀ ଉପରେ ହେଉଥିବା ଏହି ବିଦ୍ୟୁତ୍ ପ୍ରକଳ୍ପର କାମ ଚାଲିଥିବା ବେଳେ ହଠାତ୍ ଭୂସ୍ଖଳନ ଘଟିଥିଲା। ଫଳରେ Continue Reading
Odisha News
ଶ୍ରୀନଗର,୧୫/୯ : ଜମ୍ମୁ-କାଶ୍ମୀରରେ ଗୁରୁବାର ଦିନ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରଜୌରୀରେ ଏକ ବସ୍ ଖାତକୁ ଖସି ପଡିବାରୁ ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଖବର ପାଇ ସେନା, ପୁଲିସ ଓ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର‌୍ୟ୍ୟ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରୁ ଏଯାଏଁ ୫ ମୃତ ଦେହ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ରଜୌରି ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। […]Continue Reading