Home Posts tagged Sri Lanka's interim President Ranil Wickremesinghe
Odisha News
କଲମ୍ବୋ ୧୫।୦୭: ଶ୍ରୀଲଙ୍କାରେ ନୂଆ କାମଚଳା ରାଷ୍ଟ୍ରପତି ଭବେ ଶପଥ ନେଲେ ରାନିଲ ବିକ୍ରମ ସିଂଘେ । ଶ୍ରୀଲଙ୍କା ମୁଖ୍ୟ ବିଚାରପତି ଜଷ୍ଟିସ୍ ଜୟନ୍ତ ଜୟସୁରିଆ ରାନିଲଙ୍କୁ ଶପଥ ପାଠ କରାଇଛନ୍ତି ।ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ମଙ୍ଗଳବାର ରାତିରେ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେ ଦେଶ ଛାଡି ପ୍ରଥମେ ମାଳଦ୍ୱୀପ ପଳାଇଥିଲେ । ସେଠାରେ ଗୋଟିଏ ଦିନ ରହିବା ପରେ ଗୁରୁବାର ଦିନ ସିଙ୍ଗାପୁର ଅଭିମୁଖେ ବାହାରିଥିଲେ । Continue Reading
Seo wordpress plugin by www.seowizard.org.