ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟସୋନପୁର, ୨୩/୮ : ସୁବର୍ଣ୍ଣପୁର ଜିଲ୍ଲାର ଏମୁଣ୍ଡ ଓ ସେମୁଣ୍ଡର ଦୁଇଟି ଅଭ୍ୟନ୍ତର ଅଞ୍ଚଳର ଆଦିବାସୀ କଲ୍ୟାଣ ବିଭାଗର ଆଶ୍ରମସ୍କୁଲ୍ ଏତେ ବ୍ୟବସ୍ଥିତ ଓ ସୁସଜ୍ଜିତ ଯେ ଆଖିରେ ନ ଦେଖିଲେ ଜଣେ ବିଶ୍ବାସ କରିପାରିବ ନାହିଁ।ସ୍କୁଲ୍ ଭିତରର ଲନ୍,ବଗିଚା,ପରିବେଶ, ଶ୍ରେଣୀ କୋଠରୀ,ପିଲାଙ୍କ ଖାଦ୍ୟପେୟ,ଶିକ୍ଷାଦାନରୁ ଶୃଙ୍ଖଳା ପର୍ଯ୍ୟନ୍ତ ସବୁକିଛି।ଅନ୍ୟ ସ୍କୁଲ୍ ଗୁଡିକ ଏହା ଅନୁକରଣୀୟ।ଏହାର ଶ୍ରେୟ ନିଶ୍ଚିତ ଭାବରେ ଲର ପ୍ରଧାନ Continue Reading
ସୋନପୁର,୨୭/୧୧: ମୋତିଆବିନ୍ଦୁ ଅପରେସନ୍ ପାଇଁ ଲାଞ୍ଚ ନେଉଥିଲେ ଚକ୍ଷୁ ଡାକ୍ତର। ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଏପରି ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ।ଭିଜିଲାନ୍ସ ଟିମ୍ ଡାକ୍ତରଙ୍କୁ ଅଟକ ରଖି ଘନ ଘନ ଜେରା କରୁଛି। ଲାଞ୍ଚୁଆ ଡାକ୍ତର ହେଲେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଂଜୀବ କୁମାର କର।ଉଲୁଣ୍ଡା ବ୍ଲକ୍ ଜାଲୋଏ ଗାଁର ଲକ୍ଷ୍ମଣ ତ୍ରିପାଠୀଙ୍କ ଆଖିକୁ ଠିକ୍ରେ ଦେଖାଯାଉନଥିଲେ। ତେଣୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। Continue Reading
ସୋନପୁରର ,୨୩/୯: ସୋନପୁରର ଉଲୁଣ୍ଡା ବ୍ଳକର ଚଡେଇପଙ୍କ ଗ୍ରାମର ଚାଷ ଜମି ହିଡ଼ରେ ଏକ ମହାବଳ ବାଘ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଆଜି ସକାଳେ ଏହି ବାଘ ଯାଉଥିବା ଦୃଶ୍ୟକୁ ଦେଖି ଲୋକେ ଭିଡିଓ ସୁଟିଂ କରିଥିଲେ।ବାଘ ଯାଉଥିବା ଅତି ନିକଟରେ ଜଣେ ଲୋକ ମଧ୍ୟ୍ୟ ଚାଷ ଜମିକୁ ବୁଲି ଦେଖି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବାଘ ଚାଷୀଙ୍କୁ ଦେଖି ପାରି ନ ଥିଲା। ଏହି ବାଘର ଆବିର୍ଭାବ ହେବା ଏ […]Continue Reading
ସୋନପୁର,୨୨/୩: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବିନିକା ରାସ୍ତାର ଶରଧାପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଆଗରେ ଆଜି ପୂର୍ବାହ୍ଣରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚି।ବୁର୍ଲା ସ୍ଥାନାନ୍ତରିତ ସମୟରେ ରାଜେଶର ମୃତ୍ୟୁ ଘଟିଛି। ରାଜେଶ ମଧ୍ୟ ରାଜା ପେରା ଓ ସୁବ୍ରତ ଭୋଇଙ୍କ ଭଳି ଷଷ୍ଠ ଶ୍ରେଣୀର ଛାତ୍ର ଥିଲା। ଅନ୍ୟ ଜଣେ ଛାତ୍ରକୁ ଡାକ୍ତରଖାନାରେ ରଖାଯାଇ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।ସୂଚନା ଅନୁସାରେ ଆଜି Continue Reading
ସୋନପୁର,୬/୧୨: ସୁନା ନାଁରେ ପିତଳ ଦେଇ ଠକି ନେଲେ ୫୨ ଲକ୍ଷରୁ ଅଧିକ ଟଙ୍କା। ଖୁବ୍ ଚତୁରତାର ସହ ବ୍ୟାଙ୍କରୁ ଠକି ଦେଇଛନ୍ତି ଠକ। ହେଲେ ଚୋରଘର ସବୁବେଳେ ଅନ୍ଧାର ନ ଥାଏ। ଏହି ଠକେଇ କରିଥିବା ୮ ଜଣଙ୍କୁ ପୁଲିସ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି। ଏନେଇ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍କାରେ ଘଟିଛି ଏଭଳି ଘଟଣା। ବ୍ୟାଙ୍କର ପୂର୍ବତନ ସୁନାରୀ ହିଁ […]Continue Reading
ସୋନପୁର, ୫/୧୨ : ସୋନପୁର ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ଆତ୍ମହତ୍ୟା ଘଟଣା। ମାମଲାରେ ତଦନ୍ତ କରି ରାଜସ୍ଥାନ ଅଲଓ୍ୱରରୁ ୨ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ନ୍ୟୁଡକଲ୍ ପାଇଁ ଆତ୍ମହତ୍ୟା କରିଥିଲେ ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ।ଖବର ଅନୁଯାୟୀ, ସୋନପୁର ବ୍ୟାଙ୍କ ଅଧିକାରୀଙ୍କୁ ନ୍ୟୁଡ୍ କରି ବ୍ଲାକମେଲ୍ କରୁଥିଲା ଏକ ଗ୍ୟାଙ୍ଗ । ମାମଲାକୁ ରଫାଦଫା କରିବାକୁ ୨୬ ଲକ୍ଷ ଟଙ୍କା ଦେଇଥିଲେ ଦିବ୍ୟରଞ୍ଜନ ମିଶ୍ର ।ଯାହାକୁ ନେଇ ଦିବ୍ୟରଞ୍ଜନ Continue Reading
ସୋନପୁର ୧୪/୭: ପୁଣି ଖାକି ବର୍ଦ୍ଦିରେ ଲାଗିଲା ଦାଗ । ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗରେ ଜେଲ୍ ଗଲେ ପୋଲିସ ଡ୍ରାଇଭର । ଏଭଳି ଅଭିଯୋଗରେ ଜେଲ୍ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଞ୍ଜିତ ପ୍ରଧାନ ।ସୂଚନାଯୋଗ୍ୟ ଯେ, ଗୁରୁବାର ଜିଲ୍ଲାର ସୁବଳୟା ଥାନାରେ ଜନୈକ ଯୁବତୀ ରଞ୍ଜିତ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୋଲିସରେ କାର୍ଯ୍ୟରତ ଡ୍ରାଇଭର ରଞ୍ଜିତ ପ୍ରଧାନ ଯୁବତୀଙ୍କୁ ଦୁଷ୍କର୍ମ Continue Reading
ସୋନପୁର, ୧୨/୭ : ସୋନପୁର ବଡ଼ବାହାଲି ଛକ ଦୁର୍ଘଟଣା ପାଇଁ ମାରୁତି ଏର୍ଟିଗା ଦାୟୀ । ଭୁଲ ଦିଗରୁ ଯାଇ ମାରୁତି ଏର୍ଟିଗା ଏହି ଦୁର୍ଘଟଣା ଘଟାଇଛି ।ଦୁର୍ଘଟଣା ଘଟାଇଥିବା ଗାଡ଼ିର ମାଲିକ ହେଉଛନ୍ତି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା । ତେବେ ଗାଡ଼ିରେ ସ୍ନିଗ୍ଧାରାଣୀ ଥିବା ବେଳେ ଡ୍ରାଇଭର ଗାଡ଼ି ଚଳାଉଥିଲେ । ଦୁର୍ଘଟଣା ପରେ ଉଭୟେ ଫେରାର ହୋଇଯାଇଛନ୍ତି ବୋଲି କହିଛନ୍ତି ଏସ୍ପି ଅମରେଶ ପଣ୍ଡା ।ସେପଟେ ସୋନପୁର-ବଲାଙ୍ଗିର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ Continue Reading
ସୋନପୁର,୨୧/୬: ଶାଢ଼ୀରେ ଦିଆଯାଇଛି ଯୋଗ ସଚେତନତାର ବାର୍ତ୍ତା। ଶାଢ଼ୀ ଖୋଲିଦେଲେ କେଉଁଠି ଯୋଗର ଭିନ୍ନ ଭିନ୍ନ ମୁଦ୍ରା ତ କେଉଁଠି ରହିଛି ଭିନ୍ନ ଭିନ୍ନ ଭାଷାରେ ଲେଖା ହୋଇଥିବା ବାର୍ତ୍ତା।ଶାଢ଼ୀ ମାଧ୍ୟମରେ ଏପରି ଯୋଗ ସଚେତନତା ବାର୍ତ୍ତା ଦେଇଥିବା ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧଶିଳ୍ପୀ ତ୍ରିପୁରାରୀ ମେହେରଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା। ପ୍ରତିବର୍ଷ ଯୋଗ ଦିବସ ପାଖେଇ ଆସିଲେ ମନେ ପଡ଼ନ୍ତି ତ୍ରିପୁରାରୀ ମେହେର।ଯୋଗ ସଚେତନତା ବାର୍ତ୍ତା ଦେଇ ପ୍ରାୟ ୭ ବର୍ଷ Continue Reading
ସୋନପୁର, ୩୦/୫: ୨୦୨୧ ସିଭିଲ ସର୍ଭିସ ପରୀକ୍ଷାର ଫଳ ଆଜି ପ୍ରକାଶିତ ହୋଇଛି । ସୋନପୁର ଗଡ଼ଭିତର ନିବାସୀ ଶିବଶଙ୍କର ପାଣିଗ୍ରାହୀ ଏବଂ ଗୀତା ପାଣିଗ୍ରାହୀଙ୍କ ପୁଅ କାର୍ତ୍ତିକ୍ ପାଣିଗ୍ରାହୀ ସର୍ବ ଭାରତୀୟ ସ୍ତରରେ ୬୩ ରାଙ୍କ ହାସଲ କରି ଓଡ଼ିଶା ଟପ୍ପର ହୋଇଥିବା ଜଣାପଡ଼ିଛି ।କାର୍ତ୍ତିକଙ୍କ ବାପା ଶିବଶଙ୍କର ଦିଲ୍ଲୀ ଏୟାରପୋର୍ଟର ଡିଜିଏମ ଥିବାବେଳେ ମା ଗୀତା ଜଣେ ଗୃହିଣୀ । ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶାର ଟପ୍ପର ହେବାରେ କାର୍ତ୍ତିକ ହେଉଛନ୍ତି Continue Reading