ସ୍ୱାଗତିକା ଭୂତିଆ ଦୀର୍ଘ ୪୫ ବର୍ଷ ପରେ ଆମେରିକାକୁ ଫେରିଛି ବମ୍ ସାଇକ୍ଲୋନ ବିପଦ । ବମ୍ ସାଇକ୍ଲୋନରେ ଅସ୍ତବ୍ୟସ୍ତ ଆମେରିକାବାସୀ । ପ୍ରକୃତିର କରାଳ ରୂପ ଆଗରେ ହାରମାନିଛି ସୁପର ପାୱାର ଆମେରିକା । ଖ୍ରୀଷ୍ଟମାସ ବା ବଡ଼ଦିନ ପୁର୍ବରୁ ଆମେରିକାରେ ତାଣ୍ଡବ ରଚିଛି ପ୍ରକୃତିର କରାଳ ରୁପ । ଆମେରିକାରେ ବରଫ ଝଡରେ ଏଯାଏଁ ୫୦ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୨୦ଲକ୍ଷରୁ ଅଧିକ ଲୋକ ବିପର୍ଣ୍ଣ ହୋଇଛନ୍ତି । ସ୍ଥିତିି ଏମିତି ହୋଇଛି […]Continue Reading