Home Posts tagged snake
Odisha News
ନୂଆଦିଲ୍ଲୀ,୧୧/୧୨: ଯାତ୍ରୀଙ୍କୁ ଧରି ଉଡାଣ ଭରୁଥିଲା । ହଠାତ୍ ଲୋକଙ୍କ ନଜର ପଡିଗଲା ସାପ ଉପରେ । ସାପ ଦେଖି ଆତଙ୍କିତ ହୋଇପଡିଥିଲେ ବିମାନ ଯାତ୍ରୀ । ସଙ୍ଗେ ସଙ୍ଗେ ବିମାନଟିକୁ ଦୁବାଇ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଗଲା । ଅବତରଣ ପରେ କାର୍ଗୋ ହୋଲ୍ଡ ଭିତରୁ ଏକ ସାପ ବାହାରିଥିବା କୁହାଯାଉଛି। ସୌଭାଗକୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର ପରେ ସାପଟିକୁ ବାହାର କରାଯାଇଥିବା ସୁଚନା ମିଳିଛି ।ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ଏକ୍ସପ୍ରେସର Continue Reading
Seo wordpress plugin by www.seowizard.org.