Home Posts tagged siezed brown sugar
Odisha News
ଜଗତସିଂହପୁର, ୧/୬ : ଜଗତସିଂହପୁରରେ ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଜିଲ୍ଲାରେ ଚାଲିଥିବା ବ୍ରାଉନସୁଗାର କାରବାର ଉପରେ ଚଢ଼ାଉ କରି ପୁଲିସ ୪୧.୫୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିବା ସହ ଜଣେ ମହିଳା କିଙ୍ଗପିନ୍ ସମେତ ୫ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ଜିଲ୍ଲାରେ ଵେଧଡକ ଚାଲିଥିବା ନିଶା କାରବାରରକୁ ପୁଣିଥରେ ପଦାରେ ପକାଇଛି।ବିଶେଷ ସୂଚନା ଆଧାରରେ ଜଗତସିଂହପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଯଶୋବନ୍ତପୁର Continue Reading
Odisha News
ନିମାପଡ଼ା,୬/୧: ଧଳାଜହର ବିକି ଏକାଥରକେ ଲକ୍ଷପତି ହେବାର ସ୍ବପ୍ନ ଭାଙ୍ଗି ଚୁରମାର ହୋଇ ଯାଇଛି।ଏକ କିଲୋ ୮୦ ଗ୍ରାମ୍ ବ୍ରାଉନ୍ସୁଗାର ବିକିବା ପାଇଁ ଯୋଜନା କରୁଥିବା ଜଣେ ଅଭିଯୁକ୍ତ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍ଟିଏଫ୍) ହାତରେ ଧରାପଡ଼ିଛି।ପୁରୀ ଜିଲ୍ଲା ନିମାପଡ଼ାସ୍ଥିତ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରୁ ଏସ୍ଟିଏଫ ଜଣେ ଅଭିଯୁକ୍ତକୁ କାବୁ କରିଛି। ଅଭିଯୁକ୍ତର ନାମ ହେଲା ସୁଜିତ କୁମାର ମହାନ୍ତି।ସୂଚନା ଅନୁସାରେ ବ୍ରାଉନସୁଗାର ବେପାରୀ ସୁଜିତ କୁମାର Continue Reading