Home Posts tagged SHREE JAGANNATH TEMPLE (Page 2)
Odisha News
ପୁରୀ, ୨/୨ : ଶ୍ରୀକ୍ଷେତ୍ର ଗଲା ଶାବର ଶ୍ରୀକ୍ଷେତ୍ରର କଳାଜିରା ଚାଉଳ। ନିକଟରେ ଜିଆଇ ଟ୍ୟାଗ୍ ହାସଲ କରିଥିବା କୋରାପୁଟ ଜିଲ୍ଲାରେ ଉତ୍ପାଦିତ କଳାଜିରା ଚାଉଳକୁ ପୁରୀ ଜଗନ୍ନାଥ ମନ୍ଦିରରେ ଭୋଗ ଲାଗି ପାଇଁ ପଠାଯାଇଛି। କୋରାପୁଟର କଳାଜିରା ଧାନରୁ ଏହି ଚାଉଳକୁ ଜୈବିକ ପଦ୍ଧତିରେ ଉତ୍ପାଦନ ଜରାଯାଏ।ଏହାକୁ ଜଗନ୍ନାଥ ମନ୍ଦିର ପ୍ରାସାଦରେ ବ୍ୟବହାର ପାଇଁ ୧୨ ଜଣିଆ ଦଳ ମହାପ୍ରଭୁଙ୍କ ପାଖରେ ଅର୍ପଣ କରି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।କୋରାପୁଟ Continue Reading
Odisha News
ପୁରୀ, ୧୬/୧: ଦିନକ ପରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ। ଏଥିପାଇଁ ୧୦୮ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କ ବେଦମନ୍ତ୍ରରେ ପ୍ରକମ୍ପିତ ହୋଇଛି ଧରାଧାମ। ମନ୍ତ୍ରପାଠରେ ଆହୁତି ଦେଇ ଯଜ୍ଞ ନାରାୟଣଙ୍କୁ କରାଯାଇଛି ଆବାହନ। ଶ୍ରୀମନ୍ଦିର ଚାରିଦ୍ବାରରେ ବେଦପାଠୀଙ୍କ ଚାରି ବେଦପାଠ ସହ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇଛି ଚାରିଦିଗ।ଜୟ ଜଗନ୍ନାଥ ଧ୍ବନୀରେ ମୁଖରିତ ହୋଇଛି ଖଣ୍ଡମଣ୍ଡଳ। ଲୋକାର୍ପଣ ଉତ୍ସବ ପାଇଁ ଶ୍ରୀମନ୍ଦିର ଐଶାନ୍ୟ Continue Reading
Odisha News
ପୁରୀ,୩୧/୧୨: ଇଂରାଜୀ ନୂଆ ବର୍ଷ ପାଇଁ ଚଳଚଞ୍ଚଳ ଶ୍ରୀ କ୍ଷେତ୍ର । ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ କରାଯାଉଛି ଅନେକ ପରିବର୍ତ୍ତନ।ଆଜି ରାତି ଗୋଟାଏରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି କରାଯାଇ ଆରମ୍ଭ ହେବ ଦର୍ଶନ ବ୍ୟବସ୍ଥା। ମିଳିଥିବା ସୂଚନା ମୁତାବକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନୂଆବର୍ଷରେ ଆଜି ରାତ୍ର ଗୋଟାଏରେ ଦ୍ୱାର ଫିଟା ଯାଇ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ତେବେ ପୂର୍ବରୁ ମହାପ୍ରଭୁଙ୍କ ପହୁଡ ନକରିବାକୁ ନିତି ସବକମିଟି ବୈଠକରେ Continue Reading