Home Posts tagged SHEYNNIS PALACIOS WIN MISSS UNIVERES
Odisha News
ସାନ୍ ସାଲ୍ଭାଡର୍, ୧୯/୧୧: ରବିବାର କେନ୍ଦ୍ରୀୟ ଆମେରିକୀୟ ରାଷ୍ଟ୍ର ଏଲ୍ ସାଲ୍ଭାଡର୍ର ଜସ୍ ଏଡଲ୍ଫୋ ପିନିଡା ରଙ୍ଗମଞ୍ଚରେ ଆୟୋଜିତ ୭୨ତମ ‘ମିସ୍ ୟୁନିଭର୍ସ’ ସୌନ୍ଦର‌୍ୟ୍ୟ ପ୍ରତିଯୋଗିତାରେ ନିକାରାଗୁଆର ସେଏନିସ୍ ପାଲାସିଓ ‘ମିସ୍ ୟୁନିଭର୍ସ ୨୦୨୩’ ମୁକୁଟ ବିଜୟିନୀ ହୋଇଛନ୍ତି।‘ମିସ୍ ୟୁନିଭର୍ସ ୨୦୨୨’ ଆର୍’ବନ୍ନି ଗାବ୍ରିଏଲ୍ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ନିକାରାଗୁଆ, ଅଷ୍ଟ୍ରେଲିଆ ଓ ଥାଇଲାଣ୍ଡ୍ ଶ୍ରେଷ୍ଠ ୩ Continue Reading