
ନୂଆଦିଲ୍ଲୀ, ୧୫/୧୦: ଏଣିକି ପଛ ସିଟ୍ରେ ବସୁଥିବା ଯାତ୍ରୀଙ୍କ ପାଇଁ ବି ସିଟ୍ ବେଲ୍ଟ ବାଧ୍ୟତା ମୂଳକ ହୋଇଛି । ନଭେମ୍ବର ୧ରୁ ମୁମ୍ବାଇରେ ଏଇ ନିୟମ କଡାକଡି କରାଯିବ । ଯିଏ ନିୟମ ଉଲ୍ଲଂଘ କରିବ ଗଣିବ ମୋଟା ଅଙ୍କର ପାଇନ୍ । ଏନେଇ କଡା ନିର୍ଦ୍ଦେଶ ଯାରିକରିଛି ମୁମ୍ବାଇ ପୋଲିସ୍ । କାର ଡ୍ରାଇଭର ସମେତ ପଛରେ ବସିଥିବା ସମସ୍ତ ଯାତ୍ରୀ ସିଟ୍ ବେଲ୍ଟ ବାନ୍ଧିବା ବାଧ୍ୟତା ମୂଳକ ।କାର୍ ଦୁର୍ଘଟଣାରେ ଟାଟା ସନ୍ସର […]Continue Reading