Home Posts tagged SCHOOL STUDENT SUICIDE
Odisha News
ବିଶାଖାପଟ୍ଟନମ,୨୯/୪: ଆନ୍ଧ୍ର ପ୍ରଦେଶରେ ୯ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ଖବର ଆସିଛି। ଆନ୍ଧ୍ର ପ୍ରଦେଶ ବୋର୍ଡ ରିଜଲ୍ଟ ବାହାରିବାର ୪୮ ଘଣ୍ଟା ମଧ୍ୟରେ ଏହି ଛାତ୍ରମାନେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପରୀକ୍ଷାରେ ଅସଫଳ ହେବା କାରଣରୁ ଏମାନେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।ସୂଚନାଯୋଗ୍ୟ, ଆନ୍ଧ୍ର ପ୍ରଦେଶର ବୋର୍ଡ ଅଫ ଇଣ୍ଟରମିଡିଏଟ ପରୀକ୍ଷା ଏକାଦଶ ଓ ଦ୍ୱାଦଶ ଶ୍ରେଶୀର ଫଳାଫଳ ବୁଧବାର ପ୍ରକାଶ ପାଇଥିଲା। ଆନ୍ଧ୍ର ପ୍ରଦେଶ ବୋର୍ଡ ପରୀକ୍ଷାରେ Continue Reading
Seo wordpress plugin by www.seowizard.org.