Home Posts tagged school ragging
Odisha News
ସମ୍ବଲପୁର,୨୧/୪: ଦଶମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ସମ୍ବଲପୁର ଶାସନ ଅଂଚଳରେ ଥିବା ଏକ ଘରୋଇ ଆବାସିକା ବିଦ୍ୟାଳୟରୁ ଏଭଳି ଅଭଯୋଗ ଆସିଛି । ସହପାଠୀମାନେ ଉଲଗ୍ନ କରିବା ସହିତ ହାତକୁ ଦଉଡିରେ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଗତ ୧୭ତାରିଖାରେ ଏହି ଘଟଣା ଘଟିଛି । ତେବେ ରାଗିଂ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ନେଇଛନ୍ତି ସ୍କୁଲ କର୍ତ୍ତୁପକ୍ଷ । ରାଗିଂ ଘଟଣାରେ ସମ୍ପୃକ୍ତଥିବା ୮ଜଣଙ୍କୁ ସ୍କୁଲରୁ ବିଦାକରିଛନ୍ତି ସ୍କୁଲ କର୍ତ୍ତୁପକ୍ଷ । Continue Reading
Seo wordpress plugin by www.seowizard.org.