Home Posts tagged sanjya arora appointedas delhi police commissioner
Odisha News
ନୂଆଦିଲ୍ଲୀ,୩୧/୭: ଆଇପିଏସ ଅଫିସର ସଞ୍ଜୟ ଅରୋରା ଦିଲ୍ଲୀର ନୂଆ ପୋଲିସ କମିଶନର । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୯୮୮ ବ୍ୟାଚର ଆଇପିଏସ ଅଫିସର ସଞ୍ଜୟ ଅରୋରାଙ୍କୁ ଏହି ନୂଆ ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ସଞ୍ଜୟ ଅରୋରା ଆଇଟିବିପିର ମୁଖ୍ୟ ଥିଲେ ।ନୂଆ ନିଯୁକ୍ତି ପରେ ସେ ରାକେଶ ଅସ୍ଥାନାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ । ଉଲ୍ଲେଖଯୋଗ୍ୟ ଯେ, ରାକେଶ ଅସ୍ଥାନା ଗତ ବର୍ଷ ଜୁଲାଇ ମାସରେ ଦିଲ୍ଲୀ ପୋଲିସ କମିଶନର ଦାୟିତ୍ୱ […]Continue Reading
Seo wordpress plugin by www.seowizard.org.