Home Posts tagged SANAKHEMUNDI
Odisha News
ସାନଖେମୁଣ୍ଡି,୩/୧: ମହାଭାରତ ଯୁଦ୍ଧର ବଡ଼ ବଡ଼ ପେନ୍ସିଲ ଆର୍ଟ କରି ସାନଖେମୁଣ୍ଡି ତୁଳସୀପଦର ଗ୍ରାମର ସାଧୁ ନାହାକଙ୍କ ସୁକନ୍ୟା ମନସ୍ୱିନୀ ନାହାକ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ୨୦୨୧ରେ ଟାଇଟଲ୍ ହାସଲ କରିଛନ୍ତି ।ତୁଳସୀପଦର ଗ୍ରାମର ସାଧୁ ନାହାକଙ୍କ କନ୍ୟା ମନସ୍ୱିନୀ ଦିଗପହଣ୍ଡିରେ ପରିବାର ରହୁଛନ୍ତି। ଖେମୁଣ୍ଡି କଲେଜରେ ଯୁକ୍ତ ତିନି ପାସ୍ କରିବା ପରେ ଚିତ୍ରକଳା ପ୍ରତି ମନ ବଳାଇଥିଲେ । ପାଠପଢ଼ା ସହିତ ଅବକାଶ ସମୟରେ ଆର୍ଟ ସହ ମେହେନ୍ଦୀ ଡିଜାଇନ କରୁଥିଲେ Continue Reading
Seo wordpress plugin by www.seowizard.org.