Home Posts tagged SAMIR DASH JOIN BJP
Odisha News
ଭୁବନେଶ୍ୱର,୧୯/୫: ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ରବିବାର ବିଜେଡି ଛାଡ଼ି ଭାଜପାରେ ମିଶିଛନ୍ତି। ଆଜି ସକାଳେ ସେ ତାଙ୍କ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିଲେ। ଟିକେଟ୍ କଟିଥିବାରୁ ସେ ବିମୁଖ ହୋଇ ବିଜେଡି ଛାଡ଼ିଥିଲେ।ବିଜେଡି ଛାଡ଼ିବା ପରେ ସମୀର ସମର୍ଥକଙ୍କ ସହ ଆସି ଭାଜପା କାର‌୍ୟ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ Continue Reading
Seo wordpress plugin by www.seowizard.org.