ସମ୍ବଲପୁର,୧୩/୪ : ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ଜାରି ହୋଇଛି ୧୪୪ ଧାରା। ସହରର ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତାକାଲି ହନୁମାନ ଜୟନ୍ତୀ ଥିବାରୁ କୌଣସି ବିଶୃଙ୍ଖଳା ପରିସ୍ଥତି ନ ଘଟିବା ପାଇଁ ପ୍ରାଶସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।ସୂଚନା ଅନୁସାରେ, ଗତକାଲି ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଧନୁପାଲି ଛକରୁ ରାଲି ଗଲା ବେଳେ ଦୁଇଗୋଷ୍ଠୀ ଭିତରେ Continue Reading
ସମ୍ବଲପୁର,୩୧/୩: ଭୋଜି ଖାଇ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ରାତିର ଅନ୍ଧକାରରେ ଏକ କେନାଲକୁ ବର ଯାତ୍ରୀ ଗାଡ଼ି ଖସି ପଡ଼ିବାରୁ ଅକାଳରେ ଚାଲି ଗଲା ୬ ଜୀବନ ।ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଶାସନ କେନାଲ ନିକଟରେ ଘଟିଛି। ସମସ୍ତ ମୃତାହତ ଝାରସୁଗୁଡ଼ା ଲଖନପୁର ବ୍ଲକ ବଡ଼ଧରା ଗାଁର ବୋଲି ସୂଚନା ମିଳିଛି।ବଡ଼ଧରା ଗାଁର ଜଣେ ଯୁବକଙ୍କର ପରମାଣୁପୁରର […]Continue Reading
ସମ୍ବଲପୁର,୭/୩: ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ସମ୍ବଲପୁର ଏସପି ବି. ଗଙ୍ଗାଧର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ଚିନ୍ମୟୀଙ୍କୁ ହତ୍ୟା କରାଯାଇନାହିଁ। ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ଘଟିଛି।ସେ ଆହୁରି କହିଛନ୍ତି ଯେ ଥାନାରେ ଅଟକ ଚିନ୍ମୟୀ ସାହୁଙ୍କ ଦୁଇ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡ଼ୁଙ୍କୁ ନୋଟିସ୍ ଦେଇ ଆଜି ଛାଡ଼ି ଦିଆଯିବ। ଆବଶ୍ୟକ ପଡ଼ିଲେ ଉଭୟଙ୍କୁ ପୁଣି Continue Reading
ସମ୍ବଲପୁର,୧/୩: କଲେଜ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ,ସାର୍ଟିଫିକେଟ ଗ୍ରହଣ କରିଥିଲେ। ବେଶ୍ ଖୁସି ବି ଥିଲେ। କାରଣ ଏହାପରେ ସେ ଗଢ଼ିଥାନ୍ତେ ସୁନେଲି ଭବିଷ୍ୟତ ।ହେଲେ ତା’ ପୂର୍ବରୁ ସାମାନ୍ୟ କଳିରୁ ପାୱାର ଚ୍ୟାନେଲ ବ୍ରିଜରୁ ତଳକୁ ଡେଇଁ ପଡ଼ିଲେ ସମ୍ବଲପୁର ଜିଲ୍ଲା ବୁର୍ଲା ଭିସୁଟ୍ର ଆଇଟି ପାସ୍ ଆଉଟ୍ ଛାତ୍ରୀ। ଗତକାଲି ରାତିରୁ ଅଗ୍ନିଶମ ବାହିନୀ ଖୋଜାଖୋଜି କଲେ ବି ତାଙ୍କ ସନ୍ଧାନ ପାଇ ପାରୁନି।ନିଖୋଜ ଛାତ୍ରୀଜଣକ ହେଲେ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ । Continue Reading
ସମ୍ବଲପୁର,୨୦/୨: ବିବାହ କରିବେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା। ଗତକାଲି ସରିଛି ଉଭୟ ଓଇଝଙ୍କ ନିର୍ବନ୍ଧ। ଅନନ୍ୟାଙ୍କ ସମ୍ବଲପୁର ବାସଭବନରେ ଗତକାଲି ପାରମ୍ପରିକ ରୀତିନୀତିରେ ହୋଇଛି ଏନଗେଜମେଣ୍ଟ। ଅନନ୍ୟା ଓ ଚଞ୍ଚଳଙ୍କ ପରିବାର ଏଥିରେ ସାମିଲ ହୋଇଥିଲେ।ତା’ସହ କିଛି ନିକଟତର ବନ୍ଧୁ ଓ ଅଫିସର ବି ଏଥିରେ ଉପସ୍ଥିତ ଥିଲେ। ଏହି ଦୁହେଁ ଆସନ୍ତା ୩ ମାସ ମଧ୍ୟରେ ବିବାହ କରିବା ନେଇ ସୂଚନା ରହିଛିାଏହା ହେଉଛି ଉଭୟଙ୍କ Continue Reading
By Suresh Kumar Swain Sambalpur, Feb. 15: Jayanarayan Mishra, the Leader of the Opposition in Odisha Legislative Assembly, on Wednesday entered into a scuffle with a lady police inspector in Sambalpur during a demonstration by the Bharatiya Janata Party (BJP) against the ruling Biju Janata Dal (BJD) on “deteriorating” law and order situation in the […]Continue Reading
ସମ୍ବଲପୁର,୧୫/୨:ସମ୍ବଲପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ ଧନୁପାଲି ଥାନାଧିକାରୀ ଅନିତା ପ୍ରଧାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।ପରେ ପରେ ଏହାକୁ ନେଇ ପୁଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଛି। ଆଜି ଘଟିଥିବା ଏହି ଘଟଣା ପୁଣି ପୁଲିସ ବ୍ୟବସ୍ଥା ଓ ନିର୍ବାଚିତ ଜନପ୍ରତିନିଧିଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇଶୃଙ୍ଖଳା ପରିସ୍ଥିତିକୁ ବିରୋଧ କରି ଆଜି ବିଜେପି Continue Reading
ସମ୍ବଲପୁର ,୮/୨:ଚଳନ୍ତା ଟ୍ରକରେ ନିଆଁ ଲାଗି ଯିବାରୁ ଜୀବନ ଦଗ୍ଧ ହୋଇଗଲେ ଡ୍ରାଇଭର। ଏପରି ହୃଦୟବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ତେରବେଡା ନିକଟରେ। ମୃତ ଡ୍ରାଇଭର ଜଣଙ୍କର ପରିଚୟ ମିଳିନାହିଁ।ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ତେରଵେଡା ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ପରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ, ଗାଡି ଭିତରୁ ଡ୍ରାଇଭର ବାହାରି Continue Reading
ଗଡ଼ପୋଷ,୨୪/୧: ସମ୍ବଲପୁର ଜିଲ୍ଲା ଗଡ଼ପୋଷରେ ବୋଲେରୋ ଜଳି ଜଣେ ଜୀବନ୍ତ ଦଗ୍ଧ ହବୋ ଘଟଣାରେ ପୁଲିସ୍ ତନାଘନା କରିଛି।ଦୁର୍ଘଟଣା ପରେ ଚାଳକ ଫେରାର ମାରିଥିବା ହେତୁ ପୁଲିସ୍ ଗାଡ଼ି ମାଲିକଙ୍କୁ ପଚରାଉଚରା କରିଛି। ଗାଡ଼ି ମାଲିକଙ୍କ କହିବା ଅନୁଯାୟୀ ଚାଳକ ତାଙ୍କୁ ମିଛ କହି ଗାଡ଼ି ନେଇଥିଲା ଏବଂ ଦୁର୍ଘଟଣା ପରେ ସେ ଚିନ୍ତିତ ଅଛନ୍ତି। ତେଣେ ପୁଲିସ ଚାଳକକୁ ଖୋଜୁଛି।ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗଡ଼ପୋଷ ପଞ୍ଚାୟତ ଅନ୍ତର୍ଗତ କରଲାଖମନ Continue Reading
By Mahendra Darjee Bhubaneswar, Jan. 23: Senior Biju Janata Dal (BJD) leader and Odisha health minister Naba Kishore Das has reportedly donated a gold Kalas (holi pitcher) worth over Rs 1 crore to a temple in Maharashtra. Apart from donating the gold Kalas weighing about 1.7 kg, he offered a 5 kg of silver to […]Continue Reading