Home Posts tagged SAMBALPUR DISTRICT
Odisha News
ସମ୍ବଲପୁର, ୧/୪ : ସମ୍ବଲପୁର ରେଳ ଷ୍ଟେସନ ନିକଟରେ ମଙ୍ଗଳବାର ଘଟିଥିବା ଏକ ନାଟକୀୟ ଘଟଣା ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଲାଞ୍ଚ ଟଙ୍କାର ଭାରୀ ବ୍ୟାଗ୍ ନେଇ ଯାଉଥିବା ଜଣେ ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଭିଜିଲାନ୍ସ ଟିମ୍ ସିନେମା ଷ୍ଟାଇଲରେ ପିଛା କରି ଧରିବା ପରେ ସାମ୍ନାକୁ ଆସିଛି ଲାଞ୍ଚ ଟଙ୍କାରେ ସେ ଗଢ଼ିଥିବା କଳା ସାମ୍ରାଜ୍ୟ।୫.୧୮ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଧରାପଡ଼ିଥିବା ଏହି ଅଧିକାରୀ ଜଣକ […]Continue Reading
Odisha News
ସମ୍ବଲପୁର,୩୦/୩ : ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଦ୍ରୁତଗାମୀ ଟ୍ରକ୍ ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ମହିଳାଜଣକ ହେଲେ ବୀରସିଂହଗଡ଼ ଅଞ୍ଚଳର ବେଦ ଖରସେଲ (୫୫)।ସୂଚନା ମୁତାବକ, ସୋମବାର ସକାଳେ ବୀରସିଂହଗଡ଼ରୁ ୧୨ […]Continue Reading
Odisha News
ସମ୍ବଲପୁର, ୨୩/୩ : ଜେଲରେ ଭୋରରୁ ଅତର୍କିତ ଚଢ଼ାଉ । ସମ୍ବଲପୁର ସର୍କଲ୍ ଜେଲରେ ପୋଲିସ୍ ପକ୍ଷରୁ ବଡ଼ ଧରଣର ରେଡ୍ କରାଯାଇଛି। ସମ୍ବଲପୁର ସହିତ ରେଢାଖୋଲ ଓ କୁଚିଣ୍ଡା ଉପକାରାଗାରରେ ଚାଲିଥିବା ପୋଲିସ ରେଡ଼୍ ସମ୍ପୂର୍ଣ୍ଣ ହୋଇଛି। ରେଡ଼୍ ସମୟରେ କୌଣସି ଆପତ୍ତିଜନକ ସାମଗ୍ରୀ ମିଳିନଥିବା ପୋଲିସ ଓ ମାଜିଷ୍ଟ୍ରେଟ୍ ଙ୍କ ପକ୍ଷରୁ ସୂଚନା ମିଳିଛି। ସମ୍ବଲପୁର ସର୍କଲ ଜେଲ୍ ରେ ଆଜି ଭୋରୁ ଏହି ରେଡ଼୍ ହୋଇଥିଲା।ଦୁଇଜଣ ଆଡିସନାଲ୍ ଏସପି, ଜଣେ ଏସଡିପିଓ, ବିଭିନ୍ନ Continue Reading
Odisha News
ସମ୍ବଲପୁର, ୧୫/୨: ଜିଲ୍ଲାର ବାମରା ବ୍ଲକ ବାଉଁଶଲଗା ଗ୍ରାମ ପଞ୍ଚାୟତ ନୁନିଆଁମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁରେ ଜଳି ପୋଡ଼ି କିଛି ଛାରଖାର ହୋଇଯାଇଛି । ପ୍ରାୟ ୬ଟା ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିଛନ୍ତି ।ସୂଚନା ଅନୁସାରେ ଅନୁଭବ ଲାଠଙ୍କର ବାଉଁଶଲଗା ଗ୍ରାମ ପଞ୍ଚାୟତ ନୁନିଆଁମୁଣ୍ଡାରେ ଏକ ଶୀତଳ ଭଣ୍ଡାର ରହିଥିଲା । ଆଜି ସକାଳ ପ୍ରାୟ ୬ଟା ସମୟରେ କର୍ମଚାରୀ ମୋଟର ଚାଲୁ କରିବାକୁ ଯାଇଥିଲେ। ମୋଟର […]Continue Reading
Odisha News
ସମ୍ବଲପୁର, ୧୧/୧ : ସହରବାସୀଙ୍କ ଦୀର୍ଘଦିନର ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ୪୫୧ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ଏକ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ପାନୀୟ ଜଳ ସମସ୍ୟାର ସମାଧାନ ସହ ଅଞ୍ଚଳବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବ ବୋଲି ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଦିନରେ ରବିବାର ପ୍ରକଳ୍ପର Continue Reading
Odisha News
ସମ୍ବଲପୁର, ୧୯/୧୨ : ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ। ଜିଲ୍ଲାର ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଚାଷୀ ସଂଗଠନ ସମ୍ବଲପୁର ବନ୍ଦ ଡାକରା ଦେଇଛନ୍ତି ।ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି।ସମସ୍ତ ସରକାରୀ ଓ ବେସରକାରୀ ଅଫିସ, ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ ରହିଛି। ସହରରେ କୃଷକ ସଙ୍ଗଠନର କର୍ମୀମାନେ ପିକେଟିଂ କରୁଛନ୍ତି।ଏହି ବନ୍ଦ ପାଳନକୁ ସମର୍ଥନ କରିବାକୁ ଗତକାଲି ଶହ ଶହ […]Continue Reading
Odisha News
ସମ୍ବଲପୁର, ୫/୧୧: ସମ୍ବଲପୁର ଭଣ୍ଡାରୀମାଲ ଗାଁରେ ପଥର ସନ୍ଧି ବା ଗୁମ୍ପାରେ ଫସିଥିବା ମହିଳା ହେଲେ ଉଦ୍ଧାର । ସୁରକ୍ଷିତ ଭାବରେ ମହିଳାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ୬ ଘଣ୍ଟା ଧରି ଫସି ରହିବା ପରେ ମହିଳା ଉଦ୍ଧାର ହୋଇଛନ୍ତି । ମହିଳା ଜଣକ ମେଘପାଲର ମନୋଜ ମେହେରଙ୍କ ସ୍ତ୍ରୀ ସୁଜାତା ମେହେର ।ସୂଚନାଯୋଗ୍ୟ ଯେ, ବୁଧବାର ରାହାସ ଯାତ୍ରା ଦେଖିବାକୁ ଯାଇଥିଲେ ସ୍ବାମୀ-ସ୍ତ୍ରୀ । ତେବେ ସୁଜାତା ପଥର ସନ୍ଧିରେ ପଶି ଆରପାର୍ଶ୍ବକୁ […]Continue Reading
Odisha News
ବରଗଡ଼,୨୧/୯ : ଆଜି ମହାଳୟା।ଏହି ଅବସରରେ ରବିବାର ବରଗଡ଼ର ଗ୍ରାମ୍ୟଦେବୀ ମା’ ସମଲେଶ୍ଵରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶ୍ଵରୀ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଛି ।ଧୂପ, ଦୀପ, ଫୁଲ ଧରି ମନ୍ଦିରକୁ ଆସି ଦେବୀଙ୍କ ଦର୍ଶନ କରୁଛନ୍ତି । ଅପରାହ୍ନରେ ମା’ ସମଲେଶ୍ଵରୀଙ୍କ ଖଣ୍ଡାଧୂଆ ପର୍ବ ରହିଛି। ଭକ୍ତମାନଙ୍କ ସମସ୍ତ ସୁବିଧା ପାଇଁ ମନ୍ଦିର କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି।Continue Reading
Odisha News
ସମ୍ବଲପୁର, ୨୮/ ୮ : ଆଜି ହେଉଛି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ । ସେହି ମୁହୂର୍ତ୍ତ ଆସି ପହଁଚିଯାଇଛି, ଯାହାକୁ ସାରା ଚାଷୀ କୂଳ ଅତି ଉତ୍କଣ୍ଠାରେ ସହିତ ଅପେକ୍ଷା କରିଥିଲେ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ ପ୍ରସାଦ ।ନୂଆ ସରିଆ ଧାନରେ ପ୍ରସ୍ତୁତି ନବାନ୍ନ କୂରେଇ ପତ୍ରରେ ଲାଗି କରାଯାଇଛି । ଗୁରୁବାର ପୂର୍ବାହ୍ନ ୧୦ଟା ୩୩ ରୁ ୧୦ଟା ୫୫ […]Continue Reading
Odisha News
ସମ୍ବଲପୁର, ୨୪/୮: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିରକୁ ଆସିଲା ନୂଆଁଧାନ । ଚଳିତ ଅଗଷ୍ଟ ମାସ ୨୮ ତାରିଖରେ ନୁଆଁଖାଇ ପର୍ବ ପାଳନ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ଇଷ୍ଟ ଦେବୀ ମାଁ ସମଲେଶ୍ବୀରଙ୍କ ଠାରେ ଦିନ ୧୦ ଟା ୩୩ ମିନିଟ ରୁ ୧୦ ଟା ୫୫ ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ ।ନୁଆଁଖାଇ ରେ ସବୁ ନୁଆଁ ହେବ ସହ ମାଁଙ୍କ ଠାରେ ମଧ୍ୟ ନୁଆଁଧାନର ନବାନ୍ନ […]Continue Reading