Home Posts tagged salary of angnwadi workers hike
Odisha News
ଭୁବନେଶ୍ବର,୨୯/୨ : ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀଙ୍କୁ ଖୁସି ଖବର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ନେଇ ଗୁରୁବାର ଘୋଷଣା କରିଛନ୍ତି।ଅଙ୍ଗନବାଡ଼ି କର୍ମୀମାନେ ପୂର୍ବରୁ ୭୫୦୦ ଟଙ୍କା ଦରମା ପାଉଥିବା ବେଳେ ଏଣିକି ୨୫୦୦ ଟଙ୍କା ଅଧିକ ପାଇବେ। ଅର୍ଥାତ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୭୫୦୦ରୁ ୧୦,୦୦୦କୁ ବୃଦ୍ଧି ହୋଇଛି।ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ୫୩୫୦ରୁ ୭୨୫୦ ଟଙ୍କା ହୋଇଛି। ରାଜ୍ୟ Continue Reading
Seo wordpress plugin by www.seowizard.org.