
ଷଢ଼େଇକଳା, ୧୧/୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଶେଷ ହୋଇଛି ।ଶେଷ ଦିନରେ ବିଜେପି ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଷଢ଼େଇକଳାରେ ଆଜି ଏକ ବିରାଟ ଜନସଭାରେ ଓଡ଼ିଆଙ୍କୁ ସମ୍ବୋଧନ କରିଛନ୍ତି ।ମୋହନ ମାଝୀ ବିଜେପି ସମର୍ଥିତ ପ୍ରାର୍ଥୀ ଚମ୍ପାଇ ସୋରନଙ୍କ ପାଇଁ ପ୍ରଚାର କରିଛନ୍ତି । […]Continue Reading