Home Posts tagged Russia-Ukraine War (Page 3)
National News
LVIV, March 6 : Russian President Vladimir Putin warned Saturday that Ukrainian statehood is in jeopardy and likened the West’s sanctions on Russia to “declaring war,” while a promised cease-fire in the besieged port city of Mariupol collapsed amid scenes of terror. With the Kremlin’s rhetoric growing fiercer and a reprieve from fighting dissolving, Russian […]Continue Reading
Odisha News
କିଭ୍, ୫/୩: ପରିବହନ ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ୟୁକ୍ରେନର ଉପକୂଳବର୍ତ୍ତୀ ଅଞ୍ଚଳ ଓଡେଶାକୁ ଦଖଲ କରିବା ପାଇଁ ରୁଷ ପ୍ରୟାସ ଆରମ୍ଭ କରିଛି। ପୂର୍ବରୁ ପୋର୍ଟ ସହର ଖେରସନକୁ ନିୟନ୍ତ୍ରଣ କରି ସାରିଥିବା ରୁଷ ଏବେ ବ୍ଲାକ ସି’ ଦେଇ ଓଡେଶାରେ ପହଞ୍ଚିବାକୁ ଚେଷ୍ଟା କରୁଛି। ଏଥିପାଇଁ ଓଡେଶା ଉପରେ ଘନଘନ ବୋମା ଓ ମିସାଇଲ ମାଡ଼ କରାଯାଉଛି।ସେହିପରି ବ୍ଲାକ ସି’ ଦେଇ ରୁଷ ଯୁଦ୍ଧ ତୋପ ମଧ୍ୟ ଉପକୂଳବର୍ତ୍ତୀ ଅଞ୍ଚଳକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି […]Continue Reading
Odisha News
ଭୁବନେଶ୍ବର, ୪/୩: ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି। ଖାରକିଭ୍ ଓ ପିସୋଚିନ୍ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ତିନି ଦିନ ଧରି ଅଟକି ରହି ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ସେମାନଙ୍କ ମଧ୍ୟରୁ ୬୫ ଜଣଙ୍କୁ ରାଜ୍ୟ ସରକାର ଦୁଇଟି ସ୍ବତନ୍ତ୍ର ବସ୍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମାକୁ Continue Reading
Odisha News
କିଭ୍, ୪/୩: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୯ମ ଦିନରେ ପହଞ୍ଚିଛି। ରୁଷ ଯେଉଁ ଲକ୍ଷ୍ୟ ନେଇ ୟୁକ୍ରେନ ଉପରେ ହମଲା କରିଥିଲା, ଏଯାଏ ସେ ଲକ୍ଷ୍ୟ ପୂରଣ କରିପାରିନାହିଁ। ତେଣୁ ମସ୍କୋ ପକ୍ଷରୁ ୯ମ ଦିନରେ ଆକ୍ରମଣକୁ ଆହୁରି ଜୋରଦାର କରାଯାଇଛି।-ଯେକୌଣସି ପରିସ୍ଥିତିରେ ରାଜଧାନୀ କିଭ୍କୁ ଦଖଲ କରାଯିବ ବୋଲି ରୁଷ ପଣ କରିଛି। ତେଣୁ ଘନଘନ କ୍ଷେପଣାସ୍ତ୍ର ମାଡ଼ କରାଯାଉଛି। ସେହିପରି ରୁଷ ଆଜି ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିୟର […]Continue Reading
National News
NEW DELHI,MAR,3: “India’s foreign policy has been individualized as Modi’s foreign policy, which may have a disastrous fallout for the country,” said former External Affairs Minister and now vice-president of the All India Trinamool Congress Yashwant Sinha amid Russia’s ongoing invasion of Ukraine. He also proposed that Prime Minister Narendra Modi act as Continue Reading
National News
NEW DELHI,march 3:  A day after an Indian student was killed during Russia’s attack on Ukraine’s second largest city of Kharkiv, Prime Minister Narendra Modi called up Russian President Vladimir Putin late on Wednesday night. “The leaders reviewed the situation in Ukraine, especially in the city of Kharkiv where many Indian students are stuck. They […]Continue Reading
Odisha News
କିଭ୍,୨/୩: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ର ବୁଧବାର ପ୍ରାଣ ହରାଇଛନ୍ତି। ତାଙ୍କର ମୃତ୍ୟୁ କୌଣସି ବୋମା କିମ୍ବା ମିସାଇଲ ମାଡ଼ରେ ହୋଇନାହିଁ, ବରଂ ସେ ଅସୁସ୍ଥ କାରଣରୁ ପ୍ରାଣ ହରାଇଥିବା ସୂଚନା ମିଳିଛି।ପ୍ରାଣ ହରାଇଥିବା ଭାରତୀୟ ଛାତ୍ରଙ୍କ ବୟସ ୨୨ ଓ ତାଙ୍କ ଘର ପଞ୍ଜାବର ବର୍ଣ୍ଣାନାଲାରେ। ସେ ୟୁକ୍ରେନରେ ରହି ଡାକ୍ତରୀ ପାଠ ପଢ଼ୁଥିଲେ।ମିଳିଥିବା ସୂଚନା ଅନୁଯାୟୀ, ପ୍ରାଣ ହରାଇଥିବା ଛାତ୍ରଙ୍କ ନାଁ ଚନ୍ଦନ ଜିନ୍ଦଲ। ସେ ୟୁକ୍ରେନର Continue Reading
Odisha News
କିଭ୍, ୨/୩: ଦିନକୁ ଦିନ ରୁଷର ଆକ୍ରମଣ ଯୋଗୁ ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଯାଇଛି।ରୁଷ ଚାରିପଟୁ ଘେରି ଖାରକିଭରେ ଆକ୍ରମଣ କରୁଥିବାରୁ ସେଠାରେ ଫସିଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଖାରକିଭ୍ରେ ଆକ୍ରମଣ ଜାରି ରହିଥିବା ବେଳେ ଭାରତୀୟମାନେ ଉଦ୍ଧାର ଅପେକ୍ଷାରେ ରହିଛନ୍ତି।ଏସବୁ ଭିତରେ ୟୁକ୍ରେନରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଖାରକିଭରେ ଥିବା ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି Continue Reading
Odisha News
ନୂଆଦିଲ୍ଲୀ, ୧/୩: ଶାନ୍ତି ଆଲୋଚନା ବିଫଳ ହେବା ପରେ ଏବେ ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରୁଛି ଋଷ। ଭାରତୀୟ ଦୂତାବାସ ତୁରନ୍ତ କିଭ ଛାଡ଼ିବା ପାଇଁ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଇଛି। ୟୁକ୍ରେନର ବଡ଼ ବଡ଼ ଅଟ୍ଟାଳିକା ଋଷ ଧ୍ବଂସ କରୁଥିବା ବେଳେ ଏବେ ସାଧାରଣ ନାଗରିକଙ୍କୁ ମଧ୍ୟ ଟାର୍ଗେଟ କରୁଛି।ତେବେ ୟୁକ୍ରେନକୁ ହରାଇବା ପାଇଁ ଋଷ ନିଷିଦ୍ଧ ହୋଇଥିବା ଭାକ୍ୟୁମ୍ ବୋମା ବ୍ୟବହାର କରୁଛି ବୋଲି ୟୁକ୍ରେନ ଦାବି କରିଛି। ଏହି ବୋମା ଏତେ ଭୟଙ୍କର […]Continue Reading