
ମସ୍କୋ ୧୧।୮: ୟୁକ୍ରେନ୍ ସହିତ ଯୁଦ୍ଧ ଲଢ଼ିବା ରୁଷିଆ ପାଇଁ ଭାରି ପଡିଛି । ୟୁକ୍ରେନ ଏକ କ୍ଷୁଦ୍ର ଦେଶ, ତବେ ଯୁଦ୍ଧରେ ଋଷିଆକୁ କଡ଼ା ଟକ୍କର ଦେଉଛି। ପରିସ୍ଥିତି ଏବେ ଏପରି ଯେ ୟୁକ୍ରେନର ମୁକାବିଲା କରିବାରେ ଏବେ ଋଷୀୟ ସୈନିକ ଅସମର୍ଥ। ୬ ମାସ ପୂର୍ବେ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କାଳରେ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ୍ ଏହା ଏତେ ଦୀର୍ଘ ହେବ ଭାବି ନଥିଲେ। ଏବେ ପରିସ୍ଥିତି ଏପରି ହୋଇଛି ଯେ ଋଷୀୟ […]Continue Reading