Home Posts tagged rural polls
Odisha News
By Chandrabhanu Sing ରାୟଗଡ଼ା,୨୮/୨: ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଗୋଟିଏ ପରେ ଗୋଟିଲ ଜିଲ୍ଲାରେ ବିଜ୍ର୍ରୟ ଲାଭ କରିଚାଲଇଛି ।ବିରୋଧୀ ବିଜେପି ଓ କଂଗ୍ରେସର ଶୋଚନୀୟ ପରାଜୟ ଦେଖିବାକୁ ମିଳିଛି ଅନେକ ଜିଲ୍ଲାରେ । କିନ୍ତୁ ଏହାରି ଭିତରେ ରାୟଗଡ଼ା ଜିଲ୍ଲାରେ ଭିନ୍ନ ଛବି ଦେଖିବାକୁ ମିଳିଛି । ବିଜେଡି ଓ ବିଜେପିକୁ ପଛରେ ପକାଇ ୩ୟ ସ୍ଥାନରେ ଥିବା କଂଗ୍ରେସରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍-କ ଜୋନ୍ରେ ବାଜି ମାରି ନେଇଛନ୍ତି ।ରାୟଗଡ଼ା ଜିଲ୍ଲା Continue Reading
Odisha News
ଭୁବନେଶ୍ବର,୨୩/୨: ବୁଧବାର ଦିନ ଗଞ୍ଜାମ ଜିଲ୍ଲା ପାତ୍ରପୁର ବିଡ଼ିଓ ପ୍ରକାଶ ଦାସଙ୍କୁ କେତେକ ଗ୍ରାମବାସୀ ଆକ୍ରମଣ କରିବା ସହ ଅଟକ ରଖିଥିବା ସୂଚନା ମିଳିଛି । ଭୋଟ ତାଲିକାରେ ନାଁ ନଥିବାରୁ ଗତ ୨୦ ତାରିଖରେ ୩ୟ ପର‌୍ୟ୍ୟାୟ ନିର୍ବାଚନରେ ଭୋଟଦାନରୁ ବଂଚିତ ହୋଇଥିବା ତୁମ୍ବା ପଞ୍ଚାୟତର ଧାଡ଼ିଆମ୍ବ ଗ୍ରାମବାସୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ବିଡିଓ ଶ୍ରୀଦାସ ତୁମ୍ବା ଗ୍ରାମରେ ବିଦ୍ୟାଳୟ ରୂପାନ୍ତରଣ କାର‌୍ୟ୍ୟ ଦେଖି ଫେରିବା ବାଟରେ ତାଙ୍କୁ ଆକ୍ରମଣ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟ ପାରଳାଖେମୁଣ୍ଡି,୧୭/୨: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଗୋସାଣି ବ୍ଲକ କେରାଣ୍ଡି ଗ୍ରାମ ପଞ୍ଚାୟତର ସରପଞ୍ଚ ଆସନ ପାଇଁ ତୀବ୍ର ପ୍ରତିଦ୍ବନ୍ଦିତା ଲାଗିରହିଛି । ଏହି ପଞ୍ଚାୟତର ସରପଞ୍ଚ ଆସନ ପାଇଁ ବିଭିନ୍ନ ପ୍ରମୁଖ ଦଳ ବିଜେଡି , ବିଜେପି ଓ କଂଗ୍ରେସ ଦଳ ସମେତ ଅନ୍ୟାନ୍ୟ ଦଳର ସମର୍ଥିତ ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ୯ ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି । ତେବେ ଏହି […]Continue Reading
Seo wordpress plugin by www.seowizard.org.