Home Posts tagged rt-pcr test
National News
ନୂଆଦିଲ୍ଲୀ, ୨୮/୧୧: ବିମାନରେ ‘ସଂଯୁକ୍ତ ଆରବ ଏମିରେଟ୍ସ୍ ରୁ ଆସୁଥିବା ଯାତ୍ରୀମାନଙ୍କ ନିମନ୍ତେ ମଙ୍ଗଳବାର ଦିନ ‘ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍’ କୋଭିଡ୍-ସଂଯମ ଆଚରଣ ସଂକ୍ରାନ୍ତ ମାର୍ଗଦର୍ଶିକା ଜାରି କରିଛି।ମାର୍ଗଦର୍ଶିକା ବା ‘ଗାଇଡ୍ଲାଇନ୍’ରେ ଉଲ୍ଲେଖ ଅଛି ଯେ, କୋଭିଡ୍ ଟିକାକରଣର ପ୍ରାଥମିକ ସ୍କିଡ୍ୟୁଲ୍ ଅନୁଯାୟୀ କରାଯାଇଥିବା ଅନୁମୋଦନ ଅନୁସାରେ ସଂଯୁକ୍ତ ଆରବ ଏମିରେଟ୍ସ୍ରୁ ଆସୁଥିବା ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ଟିକା ଡୋଜ୍ ନେଇଥିବା ଉଚିତ। Continue Reading
Top Stories
ନୂଆଦିଲ୍ଲୀ, ୨୮/୫: ସାରା ବିଶ୍ବରେ ଦ୍ରୁତ ଗତିରେ ବ୍ୟାପୁଥିବା ମଙ୍କିପକ୍ସ ରୋଗ ସାଦାରଣ ଲୋକ ଏବଂ ସରକାରଙ୍କ ଚିନ୍ତା ବଢାଇଦେଇଛି । ଭାରତରେ ଏପର୍ଯ୍ୟନ୍ତ ଏହି ରୋଗର କୌଣସି ମାମଲା ସାମ୍ନାକୁ ଆସିନାହିଁ ।ମାତ୍ର ସରକାର ଏଥିରୁ ବର୍ତ୍ତିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏ ଭିତରେ ଭାରତର ଏକ ପ୍ରମୁଖ କମ୍ପାନୀ ଏହି ରୋଗର ଯାଞ୍ଚ ପାଇଁ ନୂଆ RT-PCR କିଟ୍ ଲଞ୍ଚ କରିଛି ।ଶୁକ୍ରବାର ଦିନ ଔଷଧ ଉପକରଣ ପ୍ରସ୍ତୁତ କରୁଥିବା ଏହି […]Continue Reading
Seo wordpress plugin by www.seowizard.org.