Home Posts tagged Rourkela (Page 3)
Odisha News
ରାଉରକେଲା,୨୮/୯ : ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ କେମିତି ହେଲା? କେଉଁ ପରିସ୍ଥିତିରେ ପୋଖରୀରୁ ଉଦ୍ଧାର ହେଲା ସୁସ୍ମିତାଙ୍କ ମୃତଦେହ? ଏହା ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ? ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ସପ୍ତାହେରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ କୌଣସି ସୁରାଗ ପାଇନି।ଦିନକୁ ଦିନ ବିବାଦ ବଢ଼ୁଥିବାରୁ ଘଟଣାର ତଦନ୍ତ ପାଇଁ ଜଣେ ମହିଳା ଡିଏସ୍ପିଙ୍କୁ ନିୟୋଜିତ କରିଛନ୍ତି ରାଉରକେଲା ଏସ୍ପି ମିତ୍ରଭାନୁ Continue Reading
Odisha News
ରାଉରକେଲା,୧୦/୬ : ରାଉରକେଲାର ଉଦିତନଗର ଥାନା ଶୀତଳପଡ଼ା ବସ୍ତିରେ ଆଜି ସକାଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଜନ୍ମକଲା ବାପ ୫ ବର୍ଷର ଶିଶୁପୁତ୍ରକୁ ମାରି ଟାଙ୍ଗିଦେଇଥିବା କୁହାଯାଉଛି। ଏଣେ ଅଭିଯୁକ୍ତ ବାପାକୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି। ଅଭିଯୁକ୍ତର ନାଁ ରାଜୁ ଲାକ୍ରା ବୋଲି ଜଣାଯାଇଛି।ସୂଚନା ଅନୁଯାୟୀ ରାଜୁ ଓ ତା ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଝଗଡ଼ା ହେଉଥିଲା। ସ୍ତ୍ରୀର ପରକୀୟା ସଂପର୍କକୁ ନେଇ ସେ କ୍ଷୁବ୍ଧ ଥିଲା। Continue Reading