Home Posts tagged Rotary Club
Odisha News
ନୟାଗଡ଼,୩/୭: ନୟାଗଡ଼ ରୋଟାରୀ ଭବନ ଠାରେ ରୋଟାରୀ କ୍ଲବର ୩୧ ତମ ଅଧିଷ୍ଠାନ ଉତ୍ସବ ପାଳନ ହୋଇଯାଇଛି ।୧୯୯୦ ମସିହାରୁ କ୍ଲବ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଆଜି ପର‌୍ୟ୍ୟନ୍ତ କେହିବି ଜଣେ ମହିଳା ସଭାପତି ହୋଇନଥିଲେ । ପ୍ରଥମ ମହିଳା ସଭାପତି ଭାବେ ଶ୍ରୀମତୀ ନିରୁପମା ପଟ୍ଟନାୟକ ଶପଥ ପାଠ କରିଛନ୍ତି। ସମ୍ପାଦକ ଭାବେ ମିହିର ରଂଜନ ନାୟକ ମନୋନୀତ ହୋଇଥିବା ଜଣାପଡିଛି। ନିଃସ୍ୱାର୍ଥପର ସେବା ପାଇଁ ରୋଟାରୀ କ୍ଲବ ର ମୁଖ୍ୟ ସଂଯୋଜକ ପ୍ରମୋଦ ପଟ୍ଟନାୟକ […]Continue Reading
Seo wordpress plugin by www.seowizard.org.