ଭୁବନେଶ୍ୱର , ୬/୧୧ : ପରୀକ୍ଷାରେ ପୁଣି ତ୍ରୁଟି । ଆର୍ଆଇ ଓ ଅମିନ ପରୀକ୍ଷାରେ ସର୍ଭର ଡାଉନ । କାକଟପୁର ଓଞଉ ସମେତ ବିଭିନ୍ନ ସ୍ଥାନରେ ଏପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଛାତ୍ରଛାତ୍ରୀ । ଯାହାଫଳରେ ପରୀକ୍ଷାରେ କିଛି ସମୟ ପାଇଁ ବିଳମ୍ବ ହୋଇଥିବା ମଧ୍ୟ ଜଣାପଡିଛି ।ଖବର ଅନୁଯାୟୀ, ଗୁରୁବାର ଦିନ ଅନେକ ସ୍ଥାନରେ ଆରଆଇ ଓ ଅମିନ ପରୀକ୍ଷା ହେବାର ଥିଲା । ଏହି ସବୁ ସ୍ଥାନମାନଙ୍କରେ ପୂର୍ବ ପ୍ରସ୍ତୁତି ମଧ୍ୟ ହୋଇଥିଲା […]Continue Reading




