Home Posts tagged retired school teacher donet 1 lakh rupees
Odisha News
ଭଦ୍ରକ,୭/୫ : ଦିନେ ଯେଉଁ ବିଦ୍ୟାଳୟରେ ପାଠ ପଢି ଉଚ୍ଚ ଶିକ୍ଷା ପରେ ଶିକ୍ଷକ ହୋଇଥିଲା। ଅବସର ପରେ ଆଜି ସେହି ବିଦ୍ୟାଳୟର ଉନ୍ନତି କରଣ ପାଇଁ ନିଜ ପେନସନ୍ ଅର୍ଥରୁ ୧ ଲକ୍ଷ ଟଙ୍କା ପ୍ରଦାନ କଲେ। ଏମିତି ଜଣେ ସ୍ନେହି ଓ ଛାତ୍ର ବତ୍ସଳ ଶିକ୍ଷକ ହେଉଛନ୍ତି ପରମାନନ୍ଦ ନାୟକ। ଦାନ କରିଥିବା ଅର୍ଥରେ ସ୍ମାର୍ଟ କ୍ଲାସ୍ କରିବାକୁ ସେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଅନୁରୋଧ କରିଛନ୍ତି।ପରମାନନ୍ଦ ପ୍ରଧାନ ଜଣେ ମେଧାବୀ ଛାତ୍ର ଥିଲେ। […]Continue Reading
Seo wordpress plugin by www.seowizard.org.