ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୧/୧୨: ଭାରତ ସରକାର, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମାନବିକ ନାଗରିକ ଆର୍ଥିକ ସହାୟତା ଯୋଜନା ଅଧୀନରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫ ଡି /୧୨୭ ବାଟାଲିୟନ ଦ୍ୱାରା ବେଲଘର ଥାନା ଅନ୍ତର୍ଗତ ଭଣ୍ଡରଙ୍ଗୀ ପଞ୍ଚାୟତରେ ଏକ ଜନସମ୍ପର୍କ ଶିବିର ଆୟୋଜିତ ହୋଇଯାଇଛି ।ଭଣ୍ଡରଙ୍ଗୀ ନିକଟସ୍ଥ ଗୋଛାଗୁରା, ନବଗାଁ, ଶିରକି, ସାରଳା ଘାଟି ଓ ମାରଦିଘାଟି ଗାଁର ୪୦୦ ରୁ ଅଧିକ ଗରିବ ପରିବାର ଲୋକ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୯/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ମାଦାଙ୍ଗୀ ଗାଁ ନିକଟରେ ଦୀର୍ଘ ଦିନ ହେଲା ରହିଆସୁଥିବା ଏକ ଜାଗା କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁ ମୁହିଁ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଏ ନେଇ କୋଟଗଡ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି ।ଘଟଣାରୁ ପ୍ରକାଶ ଯେ କୋଟଗଡ ତହସିଲ ଅନ୍ତର୍ଗତ ମାଦାଙ୍ଗୀ ଗାଁ ନିକଟ ଏକ ଖାଲି ସ୍ଥାନ ରେ ଦୀର୍ଘ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୯/୧୨: ଭାରତ ସରକାର, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମାନବିକ ନାଗରିକ ଆର୍ଥିକ ସହାୟତା ଯୋଜନା ଅଧୀନରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫ ଜି/୧୨୭ ବାଟାଲିୟନ ଦ୍ୱାରା ଏକ ଜନସମ୍ପର୍କ ଶିବିର ବେଲଘର ପଞ୍ଚାୟତରେ ଆୟୋଜିତ ହୋଇଯାଇଛି ।ବେଲଘର ନିକଟସ୍ଥ ସରଦପୁର, ମେଣ୍ଡାବାରୁ, ବେଲାସାରଦା, କରଜାଣ୍ଡି, ଜାଜୋଙ୍ଗୀ ଏବଂ ଝିରିପାଣି ଗାଁର ୫୦୦ ରୁ ଅଧିକ ଗରିବ ପରିବାର ଲୋକ ମାନଙ୍କୁ ମାଗଣା ଔଷଧ ଓ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୩/୧୨: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିରେ ଖାଦ୍ୟର ମାନ ଯାଞ୍ଚ ସହ ପର୍ଯ୍ୟ ଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ତହସିଲଦାର ଶରତ ଶବର ଓ ବିଡ଼ିଓ ଗଦାଧର ପାତ୍ର ମିଳିତ ଚଢଉ କରିଥିଲେ ।ଏହି ଚଢ଼ଉରେ ଜମି ପଟ୍ଟା, ଏନଓସି ସାର୍ଟିଫିକେଟ, ଖାଦ୍ୟ ସୁରକ୍ଷା ସାର୍ଟିଫିକେଟ, ଅଗ୍ନି ସୁରକ୍ଷା ସାର୍ଟିଫିକେଟ, ହୋଟେଲ ରେଜିଷ୍ଟ୍ର ଯାଞ୍ଚ ସହ ଅନ୍ୟାନ୍ୟ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ବନ୍ଧସାହି ରେ ଗତ ୨୦୧୪ ମସିହାରେ ଏକ ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ବୋହୁ କୁ ପୋଡି ମାରି ଦେଇଥିବା ଅଭିଯୋଗରେ ସପରିବାର ଗିରଫ ହୋଇ ଜେଲ ଯାଇଥିଲେ । ଉକ୍ତ ଘଟଣାରେ ସପରିବାର ନିର୍ଦୋଷରେ ଖଲାସ ହୋଇଥିବା ଜଣାପଡିଛି ।ଘଟଣାରୁ ପ୍ରକାଶ ଯେ, ଗତ ୨୦୧୪ ମସିହା ଅକଟୋବର ମାସ ୨୫ ତାରିଖ ଦିନ ବନ୍ଧସାହି ସ୍ଥିତ ଅରୁଣ ମହାରଣାଙ୍କ ସ୍ତ୍ରୀ ଉର୍ମିଳା ମହାରଣା ପୋଡି ହୋଇ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ଏନଏସି ଅଧ୍ୟକ୍ଷା ପଦ ପାଇଁ ବୁଧବାର ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଗୁରୁବାର ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଶାସକ ବିଜେଡି ଦଳର ବାଜିମାତ ହୋଇଥିବା ଜଣାପଡିଛି।ବିବରଣୀରୁ ପ୍ରକାଶ ଯେ ୩ ପ୍ରମୁଖ ଦଳର ପ୍ରାର୍ଥୀନୀ ମଧ୍ୟରେବିଜେଡି ଦଳରୁ ଦେବସ୍ମିତା ଶତପଥି ମୋଟ ୩୧୧୧ ଭୋଟ ପାଇଥିବା ବେଳେ, ବିରୋଧୀ ବିଜେପି ପକ୍ଷରୁ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୬/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୁଳିମରା ସାହିର ମହାମାୟୀ କବାଡି କ୍ଳବ୍ ଓ ଗ୍ରାମ୍ୟ କମିଟି ର ମିଳିତ ସହଯୋଗ ରେ ଆୟୋଜିତ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ଉଦଯାପିତ ହୋଇ ଯାଇଛି।ମହାମାୟୀ କବାଡି କ୍ଳବ୍ ର ମୂଖ୍ୟ ସୁବାଷ ଚନ୍ଦ୍ର ପାତ୍ର, ଦଣ୍ଡପାଣି ବେହେରା, ଭୀମସେନ ବିନ୍ଧାଣି ଙ୍କ ନେତୃତ୍ବ ରେ ଆୟୋଜିତ ଏହି କବାଡି ପ୍ରତିଯୋଗୀତା ରେ ସମୁଦାୟ ୨୪ ଟି ଦଳ ଅଂଶ ଗ୍ରହଣ କରିଥିଲେ।୨୪ ଟି ଦଳ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୫/୧୧: ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଆଧାରରେ ବାଲିଗୁଡା ସଂକୁଳର କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି ।ଏଥିରେ ବାଲିଗୁଡା, ରାଇକିଆ, ତୁମୁଡିବନ୍ଧ, ଦାରିଙ୍ଗବାଡି ଓ ସାରଙ୍ଗଡ଼ର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରକୁ ନେଇ ଏହି ସଂକୁଳରେ ୭୬ ଜଣ ଶିଶୁ ଭାଇ ଭଉଣୀ ଏଥିରେ ଭାଗ ନେଇଥିଲେ ।ଏହି ଉତ୍ସବରେ ବାଲିଗୁଡା ଥାନା ଡିଏସପି ଶୁଭ୍ରଜିତ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୪/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଶ୍ରୀ ସତ୍ୟସାଇବାବାଙ୍କ ୯୮ତମ ଜନ୍ମ ବାର୍ଷିକୋତ୍ସବ ସ୍ଥାନୀୟ ସାଇବିହାର ଠାରେ ପାଳିତ ହୋଇଯାଇଛି । ସମିତି ର ଆବାହକ ସୁରେନ୍ଦ୍ର ନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟୁଷରେ ଓଁକାର, ସୁପ୍ରଭାତମ, ନଗର ସଂକୀର୍ତ୍ତନ ଆୟୋଜନ ହୋଇଥିଲା ।ଏନେଇ ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ, ପ୍ରଶାନ୍ତି ପତାକା ଉତ୍ତାଳନ, Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୩/୧୧: ଭଗବାନ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମ ମହୋତ୍ସବ ସତ୍ୟସାଇ ସେବା ସମିତି ବାଲିଗୁଡା ଦ୍ୱାରା ମହାଆଡମ୍ବରରେ ପାଳନ କରାଯାଇଛି । ଏଥି ନିମନ୍ତେ ପ୍ରତଃ୫ଟାରେ ଓଁକାର ,ସୁପ୍ରଭାତମ,ନଗର ସଂକ୍ରିତନ କରାଯାଇଥିଲା ।ଏହାପରେ ପ୍ରଶାନ୍ତି ପତାକା ଉତୋଳନ,ଷୋଡଶୋପଚାର ପୁଜା ଓ ହୋମ କରାଯାଇଥିଲା ,ସୁସଜିତ ରଥ ସହ ନଗର ପରିକ୍ରମା କରାଯାଇଛି ।ଅପରାହ୍ନରେ ନାରାୟଣ ସେବା ସହ ବସ୍ତ୍ର ବଣ୍ଟନ ଓ ଜରାଶ୍ରମରେ ଖାଦ୍ୟ ଓ Continue Reading