Home Posts tagged reports by pritish chandra
Top Stories
ପ୍ରୀତିଶ ଚନ୍ଦ୍ରଙ୍କ ରିପୋର୍ଟନବରଙ୍ଗପୁର,୧୪/୧: ନବରଙ୍ଗପୁର ବ୍ଲକ ସିନ୍ଧିଗାଁ ଗ୍ରାମପଞ୍ଚାୟତ କୁମଝରରେ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗ୍ରାମବାସୀଙ୍କ ଦ୍ୱାରା ବିଦ୍ୟାଳୟରେ ତାଲା ଦେଇ ଧାରଣାରେ ବସିଛନ୍ତି। ପାଠପଢାର ଅବ୍ୟବସ୍ଥା ଚାଲିଥିବା ଗ୍ରାମବାସୀଙ୍କ ଅଭିଯୋଗ ରହିଛି। ଏହିପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୁମଝର ପ୍ରାଥମିକ ବିଦ୍ୟାଳୟରେ ।ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର‌୍ୟ୍ୟନ୍ତ ୭୦ ଯଣ ଛାତ୍ରଛାତ୍ରୀ ପାଠ ପଡୁଛନ୍ତି ।ଏହି Continue Reading
Odisha News
ପ୍ରିତୀଶ ଚନ୍ଦ୍ରଙ୍କ ରିପୋର୍ଟନବରଙ୍ଗପୁର,୮/୧ : ଆଦିବାସୀ ବହୁଳ ନବରଂଗପୁର ଅଞ୍ଚଳ ଚାଷ ସମୃଦ୍ଧ ଓ ଚାଷ ସମ୍ପୃକ୍ତି ପାର୍ବଣରେ ଅନନ୍ୟ ଭାବ ସୃଷ୍ଟି କରେ। କେବଳ ଯେ,ନବରଂଗପୁର ନୁହେଁ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଚାଷ ସହିତ ମହାପର୍ବର ସମନ୍ବୟ କାହିଁ କେତେ ଯୁଗରୁ ଆରମ୍ଭ।ଏଠାକାର ଆଦିବାସୀ ଜନଜାତି ମଧ୍ୟରେ ମୁଖ୍ୟତଃ ପରଜା,କନ୍ଧ,ଭତ୍ରା,ଗଣ୍ଡ,ପରଜାଙ୍କ ଜୀବିକା ଚାଷ ହୋଇଥିବା ବେଳେ ମୁଖ୍ୟ ପର୍ବପର୍ବାଣୀ ସବୁ ମଣ୍ଡେଇ,ବାଲି ଯାତ୍ରା, ଦଶହରା,ଦିଆଲି ଓ ପୁଷ Continue Reading
Odisha News
ପ୍ରିତିଶ ଚନ୍ଦ୍ରଙ୍କ ରିପୋର୍ଟନବରଙ୍ଗପୁର,୭/୧: ନବରଙ୍ଗପୁର ଜିଲ୍ଲାର ସମୃଦ୍ଧି ଶିଳ୍ପକୁ ନେଇଁ। କିନ୍ତୁ,ଶିଳ୍ପ ବିହୀନ ଜିଲ୍ଲାର ସାଧାରଣ ଲୋକଙ୍କ ଅବସ୍ଥା ଶିଳ୍ପ ପ୍ରତିଷ୍ଠିତ ରାଜ୍ୟ ଅର୍ଥାତ ଦାଦନ ଆଡକୁ ମୁହାଇଥାଏ। ଏହା ଜିଲ୍ଲା ପାଇଁ ଏକ ଦୂର୍ଭାଗ୍ୟଜନକ ବ୍ୟବସ୍ଥା। ସ୍ବାଧିନତାର ଅମୃତ ମହୋତ୍ସବ ଅବସରରେ ଅନ୍ୟ ଜିଲ୍ଲା ମାନଙ୍କରେ ସମୃଦ୍ଧ ପଥରେ ଅଗ୍ରଗତି ହେଉଥିବା ଦେଖିବାକୁ ମିଳୁଥିବା ବେଳେ ନବରଂଗପୁର ଜିଲ୍ଲା ଅଭିଶପ୍ତ ଓ ସ୍ବାଭିମାନ ଖ୍ୟୁର୍ଣ ହେବାରେ Continue Reading
Odisha News
ପ୍ରିତିଶ ଚନ୍ଦ୍ରଙ୍କ ରିପୋର୍ଟନବରଙ୍ଗପୁର, ୧୨/୧୧ : ନବରଙ୍ଗପୁର ଆପ୍ର- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୨ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ସଂଜୀବ ଦୁବେ ଗୋଟିଏ (୧) ଏମ.ଏ.ସି.ଟି. କେସ ଫଇସଲା କରି ଟ.୪,୦୦,୦୦୦/- ଟଙ୍କା Continue Reading
Odisha News
ପ୍ରୀତିଶ ଚନ୍ଦ୍ରଙ୍କ ରିପୋର୍ଟନବରଙ୍ଗପୁର , ୩୦/୧୦: ଚନ୍ଦାହାଣ୍ଡି ବ୍ଲକରେ ଗତ ୨୦୨୦ ମସିହାରେ ହୋଇଥିବା ମଣ୍ଡି ମହା ଦୁର୍ନିତୀ ପ୍ରସଙ୍ଗରେ ଦିର୍ଘ ଦୁଇ ବର୍ଷ ପରେ ପୁଲିସ ସକ୍ରିୟ ହୋଇଛି । ଗତ କିଛିଦିନ ତଳେ ୫ ଜଣ ମଣ୍ଡି ଦୁର୍ନିତୀ ରେ ସଂପୃକ୍ତ ରହିଥିବା କିଛି ଅଧିକାରୀ ଓ ତଳିଆ କର୍ମଚାରୀଙ୍କ ନାମରେ ମାମଲ ରୁଜୁ କରି କୋର୍ଟରେ କେସ ଡାଏରୀ ଦାଖଲ କରିଥିବା ବେଳେ ଆଜି ଏହି ଦୁର୍ନିତୀ ର ଅନ୍ୟ ଜଣେ ମୁଖ୍ୟ […]Continue Reading
Seo wordpress plugin by www.seowizard.org.