Home Posts tagged REPORTS BY MAMTA MAHAPATRA
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୦/୯: ନୟାଗଡ କଂଗ୍ରେସ ହଜାର ଦିନରେ ହଜାର ଶିଳ୍ପ ନାରା ଦେଇ ୧୯୮୮ ମସିହାରେ ନୟାଗଡ ରେ କୃଷିଭିତ୍ତିକ ଚିନି ଶିଳ୍ପ ପ୍ରତିଷ୍ଠା କରିଥିଲେ ତତ୍କାଳୀନ ଯୋଗଜନ୍ମା ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ । ନୟାଗଡରେ ଆଖୁଚାଷୀଙ୍କ ପାଇଁ କଂଗ୍ରେସ ସରକାର କରିଥିଲା ଏହି ତାଜମହଲ ।ଚିନିକଳ ବହୁ ବର୍ଷ ଚାଲିଲା ପରେ ଆଜି ବୁଡି ଯାଇଛି ଆଉ ଏହି ଚିନିକଳ କୁ ବୁଡେଇଛନ୍ତି ନୟାଗଡ ବିଧାୟକ ଅରୁଣ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ,୮/୯ : ନୟାଗଡରେ ବଢୁଛି ରାଣୀ – ଇରାନୀ କଳି ! ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜରାସ୍ତାରେ ଦେଖିବାକୁ ମିଳିଛି ବିଜେପିର ଟ୍ରେଲର ! ନୟାଗଡରେ ବିଜେପି ବନାମ ବିଜେପି ।ବିରୋଧର ସମ୍ମୁଖୀନ ହେଲେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ।ସମ୍ବିତ ପାତ୍ରଙ୍କୁ କଳାପତାକା ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛନ୍ତି ନିଜ ଦଳର କର୍ମୀ । ନୟାଗଡରେ ପୂର୍ବତନ ସାଂସଦ ହେମେନ୍ଦ୍ର କୁମାର ସିଂଙ୍କ ନବମ Continue Reading
Seo wordpress plugin by www.seowizard.org.