ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୬/୧୨: ନୟାଗଡ ଆଜି ଆଶାକର୍ମୀ ମାନେ ଏକ ବିଶାଳ ଶୋଭା ଯାତ୍ରା ସିନ୍ଦୁରିଆ ଠାରୁ ବାହାରି ତାଙ୍କ ଦାବି ପୁରାଣ ପାଇଁ ନାରାବାଜି ଦେଇ ଜିଲ୍ଲା ପାଳ ଅଫିସ୍ ରେ ପହଞ୍ଚି ମୁଖ୍ୟ ମନ୍ତ୍ରୀ ଉଦ୍ୟସ ରେ ଦାବିପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି ଓଡ଼ିଶା ଆଶା କର୍ମୀ ମାନେ ତାଙ୍କର ଦରମା ବୃଦ୍ଧି ମାସ କୁ ୧୦୦୦୦ ଟଙ୍କା ପ୍ରତକ ମାସ ର ୧୦ ତାରିଖ ସୁଦ୍ଧା ମାସିକ ବେତନ […]Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୩/୧୨: ବିବାହିତା ମହିଳାଙ୍କୁ ପ୍ରେମ କରିବା ମହଙ୍ଗା ପଡ଼ିଲା କ୍ଷ ପ୍ରେମିକକୁ ପ୍ରେମିକା ସମେତ ବିବାହିତା ପ୍ରେମିକାର ସ୍ୱାମୀ ଓ ୨ ପରିବାର ସଦସ୍ୟ ବିଭତ୍ସ ଭାବେ ହତ୍ୟା କରି ଘରେ ଜାଳି ଦେବା ପରେ ପୋଡା ହାଡ଼କୁ ନେଇ ପୋଖରୀରେ ଫିଙ୍ଗିଦେଇଥିବା ସୂଚନା । ତେବେ ଏଭଳି ଏକ ବିଭତ୍ସ ହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଂଚଳରୁ କ୍ଷସୂଚନା ଅନୁସାରେ ନୟାଗଡ଼ ମହୀପୁର ଅଂଚଳର Continue Reading
ବିଶ୍ୱ ଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟର୍ନୟାଗଡ଼, ୧୧/୧୨- ଅଦ୍ୟ ପୂର୍ବାହ୍ନ ୧୦ଘଟିକା ସମୟରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ଡଃ.ଏସ.ମୁରଲୀଧର, ମାନ୍ୟବର ଜଷ୍ଟିସ ଡଃ. ବି. ଆର. ଷଡ଼ଙ୍ଗୀ, ଅଧ୍ୟକ୍ଷ ଗୃହ ନିର୍ମାଣ କମିଟି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ଅଧସ୍ତନନ୍ୟାୟାଳୟ, ମାନ୍ୟବର ଜଷ୍ଟିସ ଭି. ନରସିଂହ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ବିଚାର ବିଭାଗୀୟ ପ୍ରଶାସନିକ ନ୍ୟାୟାଧ, ନୟାଗଡ଼ ଜିଲ୍ଲା, ଆଜି ନୟାଗଡ଼ Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ/ମମତା ମହାପାତ୍ରଙ୍କ ରିପୋର୍ଟ ନୂଆଗାଁ,୯/୧୨:ନୟାଗଡ଼ ରାଣୀ ପ୍ରତ୍ୟୁଷ୍ୟା ରାଜେଶ୍ୱରି ସିଂ, ରାଜ ପରିବାର ର କୁଳପୁରୋହିତ ଙ୍କ ସହିତ, ମା ବାଉରୀ ଠାକୁରାଣୀ ଙ୍କ ମୂଳପିଠ ରଳବଗଡଠାରେ ବିରାଜିତ ପ୍ରତ୍ୟକ୍ଷ ଦେବୀ ମା ବାଉରୀ ଠାକୁରାଣୀ ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ଆଶ୍ରିବାଦ ଭିକ୍ଷା କରିଛନ୍ତି।ନୟାଗଡ଼ ଜିଲ୍ଲା, ନୂଆଗାଁ ବ୍ଳକ ଅନ୍ତର୍ଗତ ସୀଙ୍ଗାରପଲ୍ଲି ପଞ୍ଚାୟତ ର ନୂଆଗାଁ ଗ୍ରାମ ନିକଟସ୍ଥ ଶୁଳିଆ ପାହାଡ଼ ପାଦଦେଶରେ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ ,୬/୧୨: ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ମିଳିତ ଉଦ୍ୟମ ରେ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମ ରେ ଗରିବ ହିତାଧିକାରୀ ଙ୍କ ନିମନ୍ତେ ରାସନ ସାମଗ୍ରୀ, କେଉଁଠି ଡିଲର ମାଧ୍ୟମ ରେ ଦିଆଯାଉଛି ତ କେଉଁଠି ପଞ୍ଚାୟତ ମାଧ୍ୟମ ରେ ଦିଆଯାଉଛି ।ପଞ୍ଚାୟତ ରେ ଦ୍ୟାୁତ୍ୱ ରେ ଥିବା ଅଧିକାରୀ ରାସନ ବାଣ୍ଟିବାକୁ ନେଇ ଥିବା ବେଳେ ରାତି ଅଧିଆ ଚୋରା ରେ କୁଇଣ୍ଟାଲ କୁଇଣ୍ଟାଲ ଚାଉଳ ବିକ୍ରି […]Continue Reading
ବିଶ୍ୱ ଭୂଷଶଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ,୬/୧୨ :ପାଗଳ ବେଶରେ ରହି ନୟାଗଡ଼ ସହରରେ ସିରିଜି ଲୁଟ ଚଲେଇଥିବା ଜଣେ ଲୁଟେରାକୁ ଗିରଫ କରିବାରେ ସକ୍ଷମ ହୋଇଛି ଟାଉନ ଥାନା ପୋଲିସ । ଅଭିଯୁକ୍ତ ଜଣଙ୍କ କେନ୍ଦୁଝର ଯୋଡ଼ା ଅଞ୍ଚଳର ଛାମୁ ମହନ୍ତ ହୋଇଥିବା ବେଳେ ଦୀର୍ଘ ଦିନ ଧରି ନୟାଗଡ଼ ସହରରେ ପାଗଳ ବେଶରେ ରହି ଆସୁଥିଲା ଅଭିଯୁକ୍ତ ।ଦିନ ବେଳେ ବନ୍ଦ ଥିବା ଘରକୁ ଟାର୍ଗେଟ କରି ରାତି ସମୟରେ ସେ ଘରର ତାଲା ଭାଙ୍ଗି […]Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୂଆଗାଁ,୪/୧୨: ନୂଆଗାଁ-ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେଥିପାଇଁ ପ୍ରତେକ ପଞ୍ଚାୟତ ରେ ଜଣେ ଲେଖାଏଁ ପଞ୍ଚାୟତ ଅଧିକାରୀ ଅଛନ୍ତି ଗାଁ କୁ ଗାଁ ବୁଲି ବିଭିନ୍ନ ସମସ୍ୟା ବୁଝିବା ସହ ପଲ୍ଲିସଭା ମାଧ୍ୟମ ରେ ଲୋକ ଙ୍କ ମତ ଉପସ୍ଥାପନା କରନ୍ତି । ପୁଣି ସ୍ଥାନୀୟ ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟା ନିର୍ବାଚନ ସମୟ […]Continue Reading
ବିଶ୍ୱ ଭୂଷଣ ମହମାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୂଆଗାଁ,୧/୧୨ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେଥିପାଇଁ ପ୍ରତେକ ପଞ୍ଚାୟତ ରେ ଜଣେ ଲେଖାଏଁ ପଞ୍ଚାୟତ ଅଧିକାରୀ ଅଛନ୍ତି ଗାଁ କୁ ଗାଁ ବୁଲି ବିଭିନ୍ନ ସମସ୍ୟା ବୁଝିବା ସହିତ ପଲ୍ଲୀସଭା ମାଧ୍ୟମରେ ଲୋକଙ୍କ ମତ ଉପସ୍ଥାପନା କରନ୍ତି ।ପୁଣି ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ ମଧ୍ୟ ନିର୍ବାଚନ ସମୟରେ ବିଭିନ୍ନ ମିଠା ମିଠା କଥାକହି ଭୋଟ ହାତେଇବା Continue Reading
ବିଶ୍ୱଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୩୦/୧୧: ଶହୀଦ ଦିବାକର ପରିଡ଼ାଙ୍କ ୧୧୨ ତମଜୟନ୍ତୀ ସମାରୋହ ସ୍ଥାନୀୟ କେ. ସିଂ କ୍ଲବଠାରେ ପାଳିତହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ମୃତି କମିଟି ସଭାପତି ସୌଦାମିନୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେମୁଖ୍ୟ ଅତିଥ୍ ଭାବେ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ,ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ, କବି ଓଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଅଧ୍ୟାପକ ଆଦିତ୍ୟ କୁମାର Continue Reading
ବିଶ୍ୱ ଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟନୂଆଗାଁ, ୨୬/୧୧: ସର୍ବଗିଳା କୁଜିନେତା ଙ୍କ ହାତରେ ଏବେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକମାଳିସାହି ପଞ୍ଚାୟତ ର ଭାଗ୍ୟ । ଖଟ ଖାଇ ଖଟୁଳିକୁ ଦେଲେ ନାହିଁ ବାଦ । ଦିନ ଦୁଇ ପହର ରେ ସରକାରୀ ଅର୍ଥ ହେଉଛି ଆତ୍ମସାଥ ।ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପରେ ବି ସବୁ ଜାଣି ନଜାଣିଲା ଭଳି ଅଭିନୟ କରୁଛନ୍ତି ପଞ୍ଚାୟତ ର ଯନ୍ତ୍ରୀ । କାହା ଇଙ୍ଗିତ ରେ […]Continue Reading