ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧/୧୧: ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ସଭାଗୃହ ଠାରେ ମହାବିଦ୍ୟାଳୟ ପକ୍ଷରୁ ଭାରତର ଲୌହ ମାନବ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୮ତମ ଜୟନ୍ତୀ ତଥା “ଜାତୀୟ ଏକତା ଦିବସ\” ପାଳନ ଅବସରରେ ଏକ ଜୟନ୍ତୀ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁ ଅଧ୍ୟକ୍ଷତା କରି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ କର୍ମମୟ ଜୀବନୀ , Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୩୧/୧୦: ଗଜପତି ଜିଲ୍ଲା “ମିଶନ ଶକ୍ତି” – ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଆଜି ପୂର୍ବାହ୍ ସମୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ପାରଳାଖେମୁଣ୍ଡି ସ୍ଥିତ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଶପଥ ପାଠ କାର୍ଯ୍ୟକ୍ରମରେ ମିଶନ-ଶକ୍ତିର ଡିପିଏ: ଶ୍ରୀମତୀ ମନସ୍ମିତା ପାତ୍ର ଉପସ୍ଥିତ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୯/୧୦: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟି ରେ ରଖି ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ -୨୦୨୪ ଅବସରରେ ଜିଲ୍ଲାସ୍ତରୀୟ ଏକ ସଚେତନତା ୱାକାଥନ ଏବଂ ପଥ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୧/୧୦: ଗଜପତି ଜିଲ୍ଲାର ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଘରେ ଘରେ ଗଡିବ , ରାଜ୍ୟ ସରକାରଙ୍କ ୩୬ ଟି “ଲକ୍ଷ୍ମ” ବସର ଶୁଭାରମ୍ଭ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ।ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଲୋକସେବା ଭବନରେ ଉପସ୍ଥିତ ରହି , ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗ ଦ୍ଵାରା ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନା କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ଆଭାଷି ମାଧ୍ୟମରେ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୦/୧୦: ଓଡିଶା ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ଚମ୍ପିୟନଶିପ-୨୦୨୩-୨୪ ପ୍ରତିଯୋଗିତା ରେ ଗଜପତି ଜିଲ୍ଲାର (୧୭ବର୍ଷରୁ କମ ବାଳକ) ସଫଳତା ହାସଲ କରି ଉପବିଜେତା (ରନର୍ସ-ଅପ) ହୋଇଛନ୍ତି।ଏହି ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ସରକାରୀ କୁଇନ ଓଫ ଉଚ୍ଚବିଦ୍ୟାଳୟ ବ୍ରହ୍ମପୁର ଠାରେ ତା ୧୬/୧୦/୨୦୨୩ ଠାରୁ ୧୮/୧୦/୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥିଲା ।କବାଡି ପ୍ରତିଯୋଗିତାରେ ୧୭ ବର୍ଷରୁ କମ ବୟସ ବର୍ଗର ବାଳକ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୦/୧୦: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଦୌରକ୍ଷଜଜ କୋର୍ଟ କମ୍ପ୍ଲେକ୍ସ ଠାରେ ଆଜି ହାଇକୋର୍ଟ ଭରଚୁଆଲ କୋର୍ଟ ଜଜସିପ କାରକ ସ୍ଥିତ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡଃ ଜଷ୍ଟିସ ବି ଆର: ଷଡ଼ଙ୍ଗୀଙ୍କ ଦ୍ଵାରା ଭରଚୁଆଲ ମୋଡରେ ଉଦଘାଟିତ ହୋଇଯାଇଛି ।ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ଠାରେ ଏହାକୁ ଗଜପତି ଜିଲ୍ଲା ଦୌରକ୍ଷଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ଏହାକୁ ଉଦଘାଟନ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୯/୧୦ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ଆଜି ଶିଶୁ ମାନଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରି ଆସୁଥିବା ସତ୍ୟାର୍ଥୀ ଚିଲ୍ଡରେନ ଫାଉଣ୍ଡେସନ , ସିସିଡ଼ି: ଏବଂ ଏକତା ଅନୁଷ୍ଠାନ ମାନଙ୍କ ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଜିଲ୍ଲାସ୍ତରୀୟ ବାଲ୍ୟ-ବିବାହ ମୁକ୍ତ ଭାରତ ଗଠନ ସମ୍ପର୍କିତ ଏକ ସଚେତନତା ସଭା ଓ ନାବାଳିକା ମାନଙ୍କ ଦ୍ଵାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୫/୧୦ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆରସେଟି: ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗତ ୨ ତାରିଖ ଠାରୁ ଦୀର୍ଘ ୧୪ ଦିନ ଧରି ସାଇବର ଅପରାଧ ସୁରକ୍ଷା ଓ ସଚେତନତା ଉପରେ ଜିଲ୍ଲାବ୍ୟାପୀ ଚାଲିଥିବା ଅଭିଯାନ କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ: କୁମାର ଅଧ୍ୟକ୍ଷତା କରି ସାଂପ୍ରତିକ ଡିଜିଟାଲ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୫/୧୦: ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ”ର ସମ୍ମିଳନୀ କକ୍ଷ ଠାରେ ଆଜି ସମର୍ଥ ଅନୁଷ୍ଠାନ ପକ୍ଷରୁ ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମିଳିତରେ “ସାଇଟ୍ ସେଭର୍ସ୍ ଇଣ୍ଡିଆ” ସହାୟତାରେ ଜିଲ୍ଲାସ୍ତରୀୟ “ବିଶ୍ଵ ଧଳାବାଡ଼ି ସୁରକ୍ଷା ଦିବସ-୨୦୨୩” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି୧୪/୧୦: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅନ୍ତର୍ଗତ କୋଲକାତା ସ୍ଥିତ ପୂର୍ବାଞ୍ଚଳ ଜୋନ ସାଂସ୍କୃତିକ କେନ୍ଦ୍ର ସହାୟତାରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ “ମେରୀ ମିଟି ମେରା ଦେଶ” ଅଭିଯାନରେ ଦେଶର ବୀର – ଵୀରଙ୍ଗନା ମାନଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ପୁଡୁଣୀ ଗ୍ରାମ ଠାରେ ଜନକଲ୍ୟାଣ ପ୍ରତିଷ୍ଠାନ ଆନୁକୁଲ୍ୟରେ ଅମୃତ କଳସ ଯାତ୍ରା ,ବୃକ୍ଷ ରୋପଣ ଓ ସଚେତନତା ସଭା Continue Reading