ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୪/୫ : ପାରଳାଖେମୁଣ୍ଡି ଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପାରଳା ପୌର ପରିଷଦର ଟାଉନ୍ ହଲ ପରିସରରେ ଥିବା ପରିଷଦର ନବ ନିର୍ମିତ ପାର୍କିଙ୍ଗ ସ୍ଥଳରେ ସାଧାରଣ ଲୋକଙ୍କ ରହିଥିବା କାର ଗୁଡିକରେ କେହି ଦୁର୍ବୁତ୍ତ ମଧ୍ୟ-ରାତ୍ରିରେ ନିଆଁ ଲଗାଇ ସମ୍ପୂର୍ଣ୍ଣ ଭାବେ ପୋଡି ଦେଇଛନ୍ତି ।ଉକ୍ତ ସ୍ଥାନରେ ସାଧାରଣ ଲୋକଙ୍କ ୭ ଗୋଟି କାର ପାର୍କିଂ ରେ ଥିବା ବେଳେ ସେଥମଧ୍ୟରୁ ୫ଗୋଟି କାର ସମ୍ପୂର୍ଣ୍ଣ ଜଳି […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୩/୫ : ଦୀର୍ଘ ବର୍ଷ ଧରି ଶିକ୍ଷକତା କରି ଆସୁଥିବା ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ସୁରଳ ଗ୍ରାମର ବଡ଼ସାହି ଠାରେ ଜନ୍ମ ଗ୍ରହଣ କରିଥିବା ନବୋଦୟ ବିଦ୍ୟାଳୟ(ଓଡ଼ିଆ ଶିକ୍ଷକ)ଜିଲ୍ଲା – ଗଜପତି,ପିତା ସ୍ବର୍ଗତ ଲକ୍ଷ୍ମନାରାୟଣ ବେହେରା ଓ ମାତା ପାର୍ବତୀ ବେହେରାଙ୍କ ପୁତ୍ର ଶ୍ରୀ ଡମ୍ବରୁଧର ବେହେରାଙ୍କୁ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଚଳିତ ମାସ ମଇ ୧୬ ତାରିଖରୁ ମଇ ୨୬ ତାରିଖ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୨/୫ : ପାରଳାଖେମୁଣ୍ଡି, ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର “ଓସଓ୍ବାନ୍” କକ୍ଷ ଠାରେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଗଜପତି ଜିଲ୍ଲା ସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ରାଜସ୍ବ ଆଦାୟ ଠାରୁ ଆରମ୍ଭ କରି ସାଧାରଣ ପଟ୍ଟା ଓ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ସମ୍ବନ୍ଧରେ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୦/୫ :ସହରାଞ୍ଚଳରେ ଝାଟିମାଟି ଓ ଭଙ୍ଗା ଟିଣ ଛପର ଘରେ ଜୀବନ ବିତାଉଥିବା ଗରିବ ଲୋକ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଛି , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ର ସରକାରଙ୍କ ଏକ ଅନନ୍ୟ ପଦକ୍ଷେପ । ଏହି ଯୋଜନା ଦ୍ୱାରା ଗରିବ ଶ୍ରେଣୀ ତଥା ବାସାହିଁ ପରିବାର ଲୋକଙ୍କୁ ଅଳ୍ପ ସୁଲଭ ମୂଲ୍ୟର ଆର୍ଥିକ ସହାୟତା ଦେଇ ଏକ ପକ୍କା ଘର ନିର୍ମାଣ କରିବା […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୯/୫ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମିଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପତ୍ତି ତଥାପି ବିପର୍ଯ୍ୟୟ ପରିଚାଲନା କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ଜରୁରୀକାଳିନ ଅଧିକାରୀ ଶ୍ରୀ ପ୍ରଭାସ କୁମାର ବେଉରା ବୈଠକ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାକ ସୂଚନା ଦେଇ କାର୍ଯ୍ୟକ୍ରମରେ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୪/୫ : ଗଜପତି ଜିଲ୍ଲା ଆଇନା ସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି ।ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଦୌରା ଜଜ ଶ୍ରୀ ସତ୍ୟପିର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଅନୁଷ୍ଠିତ ହୋଇଥିଲା ।ଜିଲ୍ଲା ଦୌରାଜଜ ଶ୍ରୀ ମିଶ୍ର ଏହି Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୪/୫ : ପାରଳାଖେମୁଣ୍ଡି ସହରର ନଡିଆତୋଟା ସାହି ସ୍ଥିତ ଡ଼: ସତ୍ୟ ନାରାୟଣ ରାଜାଗୁରୁ ବିଦ୍ୟାଳୟ ପରିସରରେ ଜିଲ୍ଲା ମିଶନ ଶକ୍ତି ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ସହଯୋଗରେ ମହିଳା ଉଦ୍ୟୋଗ ସଂଗଠନ ପକ୍ଷରୁ ମହିଳା ମାନଙ୍କ ନିମନ୍ତେ ଛଅ ମାସିଆ ସିଲେଇ ତାଲିମର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ବର ଚନ୍ଦ୍ର ନାୟକ ଓ ପାରଳା Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୯/୫ : ପାରଳାଖେମୁଣ୍ଡି ସ୍ଥିତ “ୟୁ- ଟେକ କମ୍ପୁଟର ଏଜୁକେଶନ ଇନ୍ଷ୍ଟିଚ୍ୟଟ ପରିସରରେ ଅଗ୍ରଣୀ ମହିଳା ସଂଗଠନ “ପ୍ରଗତି” ଆନୁକୂଲ୍ୟରେ ଆନ୍ତର୍ଜାତିକ ମାତୃ ଦିବସ ଓ ପ୍ରଗତି ମହିଳା ସଂଗଠନର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବର୍ଷୀୟାନ ମହିୟସୀ ମହିଳା ମନୋହରା ବେବର୍ତ୍ତା , ଶଶିରେଖା ମିଶ୍ର ଓ କୁମୁଦିନୀ ପାତ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୯/୫: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ଓ ରେଡକ୍ରସ ସଂସ୍ଥାର ପ୍ରତିଷ୍ଠାତା ଜିନ ହେନେରୀ ଡୁନାଣ୍ଟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।ଗ୍ରାମଣୀ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କକ୍ଷ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡିଆରଡିଏର ପ୍ରକଳ୍ପ ନିର୍ଦେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଆଜି ଆମେ ସମସ୍ତେ ଏକତ୍ରିତ ଜିନ ହେନରୀ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୮/୫: ପାରଳାଖେମୁଣ୍ଡି ସହରର ଅଗ୍ରଣୀ ମହିଳା ଅନୁଷ୍ଠାନ “ଆକାଂକ୍ଷା” ପକ୍ଷରୁ ସହର ଉପକଣ୍ଠରେ ଥିବା ଆଦିବାସୀ ବହୁଳ ବେତାଗୁଡ଼ା ଗ୍ରାମର ଆଦିବାସୀ କଲୋନୀ ଠାରେ ଗ୍ରାମର ମହିଳା ମାନଙ୍କୁ ନେଇ ବିଶ୍ବ ମାତୃ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।ଏହି ଅବସରରେ ମହିଳା ଅନୁଷ୍ଠାନର ଉପ ସଭାନେତ୍ରୀ ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ Continue Reading