Home Posts tagged reports by ganesh kumar raju (Page 56)
Top Stories
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୭/୬: ଭାରତ ସରକାରଙ୍କ ହାଉସିଂ ଏଣ୍ଡ ଅର୍ବାନ ଏଫେୟାର୍ସ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀମତୀ ରୁପା ମିଶ୍ର ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକ୍ରମ ପରିଦର୍ଶନ କରି ପାରଳାଖେମୁଣ୍ଡି ଠାରେଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।ମୁଖ୍ୟତଃ ଆକାଂକ୍ଷା ଜିଲ୍ଲା ଗଜପତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀତା ହେଉଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ କିଭଳି କାର୍ଯ୍ୟକାରୀ ହେଉଛି Continue Reading
Top Stories
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୬/୬: ପାରଳଖେମୁଣ୍ଡିର ଗୌରବ, ଓଡ଼ିଶାର ଗର୍ଵ ବିଶିଷ୍ଟ ଗୌଡ଼ିୟ ପରମ୍ପରାର ବରିଷ୍ଟ କବି କଳହଂସ , ବସନ୍ତ କୋକିଳ , ଭକ୍ତକବି ଗୋପାଳ କୃଷ୍ଣ ପଟ୍ଟନାୟକଙ୍କ ୨୩୯ ତମ ଜୟନ୍ତୀ ଅବସରରେ ସ୍ମୃତିଚାରଣ ସମାରୋହ କାର୍ଯ୍ୟକ୍ରମ ଗୋପାଳ କୃଷ୍ଣ ସ୍ମୃତି କଳା ପରିଷଦ ଓ ଗଜପତି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।ସ୍ମୃତି କଳା ପରିଷଦ ଅନୁଷ୍ଠାନର ସଭାପତି ଶ୍ରୀ ହରି ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୫/୬ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ପୋଲିସ ଥାନା ପରିସରରେ ଆଜି ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୨ଟି “ପୋଲିସ ଫାୟାର ଆମ୍ବୁଲାନ୍ସ ଜରୁରୀକାଳିନ ନଂ ୧୧୨ ସେବା ଗାଡିର ଆଜି ଶୁଭାରମ୍ଭ ହୋଇଛି ।ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ଶ୍ରୀ ଜୟରାମ ଶତପଥୀ ମିଳିତ ଭାବେ ସବୁଜ ପତାକା ଦେଖାଇ ଗାଡି ଦୁଇଟିର ଶୁଭାରମ୍ଭ କରିଥିଲେ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୪/୬: କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷିତ ହୋଇଥିବା ଅଗ୍ନିପଥ ଯୋଜନାର ପ୍ରତ୍ୟାହାର ଦାବିରେ ଆଜି କୃଷକ ସଙ୍ଗଠନ ମାନଙ୍କ ମିଳିତ ମଞ୍ଚ , ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ଆହୂତ ସର୍ବ ଭାରତୀୟ ପ୍ରତିବାଦ ଦିବସ ଆଜି ପାରଳାଖେମୁଣ୍ଡି ଠାରେ ପାଳିତ ହୋଇଯାଇଛି ।ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ବ୍ୟାନର ତଳେ ଶତାଧିକ କୃଷକ ଏକ ପ୍ରତିବାଦ ଶୋଭାଯାତ୍ରାରେ କଲେଜ ଛକ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୪/୬ : ପାରଳାଖେମୁଣ୍ଡି ପୌର ପରିଷଦ ଅଞ୍ଚଳରେ ସହର ବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାପାଇଁ ପୌର ପରିଷଦ ପକ୍ଷରୁ ଏଣିକି ଆରମ୍ଭ କରାଯିବ , ଜନ ଅଭିଯୋଗ ଶୁଣାଣୀ ଏବଂ ହେଲ୍ପ ଲାଇନ ପ୍ରକୋଷ୍ଠ ଓ ଏହା ଆସନ୍ତା ଜୁଲାଇ ମାସ ଠାରୁ ଉପଲବ୍ଧ ହେବ ।ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ […]Continue Reading
Odisha News
ଗଣେଶ କୁମାର ରାଜୁ ରିପୋର୍ଟଗଜପତି, ୨୩/୬: ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହ ବନ୍ଦ କରିବା ନିମନ୍ତେ ଗୋଟିଏ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଜିଲ୍ଲାର ଆର: ଉଦୟଗିରି ବ୍ଲକ କାର୍ଯ୍ୟାଳୟ ସଭା ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଅଛି ।ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ୫୧ ଜଣ ଓଡିଶା ଜିବିକା ମିଶନ ର କର୍ମକର୍ତ୍ତା ଏମବିକେ: , ସିଆରପି ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ନେତା ଉପସ୍ଥିତ ରହିଥିଲେ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୩/୬ : ପାରଳାଖେମୁଣ୍ଡି ଠାରେ ଦୀର୍ଘବର୍ଷ ଧରି ମାଟି-ଖାଲ ହୋଇ ଶୋଚନୀୟ ଅବସ୍ଥାରେ ପଡି ରହିଥିବା “ସମର୍ଥ” ଭିନ୍ନକ୍ଷମ ଅନୁଷ୍ଠାନର ରାସ୍ତାକୁ ପୌର ପରିଷଦ ପକ୍ଷରୁ ନବ ନିର୍ମିତ ସିସି-ରାସ୍ତାକୁ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ରିବନ କାଟି ଶୁଭ ଉଦଘାଟନ କରିଛନ୍ତି ।ଉଦଘାଟନୀ ଉତ୍ସବ ଅବସରରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଶ୍ରୀମତୀ ସେଠୀ କହିଥିଲେ ଯେ , ସେ ଆଜି ବେଶ ଖୁସି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୦/୬ : ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସା୍ଳୟର ପ୍ରସୂତି କାଳୀନ ଏବଂ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ୩୪ ସପ୍ତାହ ଠାରୁ କମ ବୟସର ଜନ୍ମିତ ଶିଶୁ ଏବଂ ୨ କେଜିରୁ କମ ଓଜନ ଥିବା ଶିଶୁଙ୍କ ନିମନ୍ତେ ଚକ୍ଷୁର ଦୃଷ୍ଟି ପଟଳ ତଥା ରେଟିନା ସମସ୍ୟା ଚି଼ହ୍ନଟ ସମ୍ପର୍କିତ ଏକ ଚକ୍ଷୁ ସ୍କ୍ରିନିଙ୍ଗ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଚକ୍ଷୁ (ସ୍କ୍ରିନିଙ୍ଗ) Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୯/୬: ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ରବିବାର ବ୍ରହ୍ମପୁର ସ୍ଥିତ “କଳିଙ୍ଗ ସାହିତ୍ୟ ସମାଜର ନିବେଦକରେ କଳିଙ୍ଗ ସାହିତ୍ୟ ସମାଜ ଓ ଉତ୍କଳ ହିତୈଷିଣୀ ସମାଜର ମିଳିତ ଆନୁକୂଲ୍ୟରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତିର ଗବେଷକ, ବିଶିଷ୍ଠ ସାହିତ୍ୟିକ , ଓ ପ୍ରାଜ୍ଞ ସମାଲୋଚକ ଡଃ ବେଣୀ ମାଧବ ପାଢ଼ୀଙ୍କ ସ୍ମାରକୀ ବକ୍ତୃତାମାଳା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଓଡିଶା Continue Reading