Home Posts tagged reports by ganesh kumar raju (Page 51)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୨/୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାତିକା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ସରକାରଙ୍କ ଦ୍ଵାରା ଆୟୋଜିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାରେ ସଫଳ ରୂପାୟନ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ସ୍ତରୀୟ ଜାତୀୟ ପତାକା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ।ଜିଲ୍ଲା ମିଶନ ଶକ୍ତି ଅଧିନସ୍ତ ରାୟଗଡା ବ୍ଲକର ରାୟଗଡ଼ ଓ ଜିରାଙ୍ଗ ସ୍ଥିତ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୧/୮: ଗଜପତି ଜିଲ୍ଲା ରାୟଗଡ଼ ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦିକା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଏକ ତ୍ରିରଙ୍ଗା ଜନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।ଏହି ତ୍ରିରଙ୍ଗା ଯାତ୍ରାରେ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଛାତ୍ରଛାତ୍ରୀ ଏବଂ ଗୁରୁମା/ଗୁରୁଜୀ ଅଂଶଗ୍ରହଣ ପୂର୍ବକ ସମଗ୍ର ଗାଁ-ବସ୍ତି ବୁଲି ତ୍ରିରଙ୍ଗା ପତାକା ର ବିଶେଷତ୍ଵ , ହର ଘର Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୧/୮: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମିଶନ ଶକ୍ତି ଆନୁକୁଲ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ମାନଙ୍କ ଜୀବିକା ବିକାଶ ଓ ସ୍ୱାବଲମ୍ବୀ କରିବାର ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାରେ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା ମାନଙ୍କ ଦ୍ଵାରା ତ୍ରିରଙ୍ଗା ପତାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୦/୮: ବିଶ୍ଵ ଆଦିବାସୀ ଦିବସ ଅବସରରେ ଆଜି ଅଖିଳ ଭାରତ କିଶାନ୍ ମଜଦୁର ସଭା (ଏ:ଆଇ:କେ:ଏମ:ଏସ: ) ପକ୍ଷରୁ କାଶୀନଗର ବ୍ଳକ ଅନ୍ତର୍ଗତ ସୁଙ୍କୁନପେଟା ଗ୍ରାମ ଠାରେ ଆଦିବାସୀ ମାନଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି ।ଆଦିବାସୀ ନେତା କାରୁକା ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଗୁମ୍ମା ଓ କାଶୀନଗର ବ୍ଳକର ବିଭିନ୍ନ ଗ୍ରାମରୁ ଆସିଥିବ ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ଯୋଗ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୦/୮: ଗଜପତି ଜିଲ୍ଲା ଗୁମ୍ମା ସ୍ଥିତ ହାଟପଦା ପରିସରରେ ମଙ୍ଗଳବାର “ବିଶ୍ୱ ଆଦିବାସୀ ଦିବସ” କାର୍ଯ୍ୟକ୍ରମ ବିଶ୍ୱ ଆଦିବାସୀ ଦିବସ ପାଳନ କମିଟି ପକ୍ଷରୁ ପାଳିତ ହୋଇଯାଇଛି ।ଏହି ଅବସରରେ ଆଦିବାସୀ ମାନଙ୍କ ପକ୍ଷରୁ ପାରମ୍ପରିକ ନାଚ ଓ ଗୀତ ସହ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠିତ ଆଦିବାସୀ ସମ୍ମିଳନୀ କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକ୍ ଅଧ୍ୟକ୍ଷା ତଥା ପାଳନ କମିଟିର ଶ୍ରୀମତୀ ସୁନେମି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୯/୮: କଟକ- ଗୁଣୁପୁର ମେମୋ ପାସେଞ୍ଜର ଟ୍ରେନ ଗତ ତା: ୭/୮/୨୦୨୨ ରିଖ ଠାରୁ ମେମୋ ଏକ୍ସପ୍ରେସ ବଦଳରେ ମେମୋ ପାସେଞ୍ଜର ଟ୍ରେନ ଭାବେ ଚଳାଚଳ କରିବା ଆରମ୍ଭ କରିଥିଲା ।ଯାହାକି , ଏହି ମେମୋ ଟ୍ରେନ ପୂର୍ବରୁ ଏହା ପାଲାସା–ଭୁବନେଶ୍ୱର ପାସେଞ୍ଜର ଟ୍ରେନ ଭାବେ ଚଳାଚଳ କରୁଥିଲା ଏବଂ ପରବର୍ତ୍ତୀ ସମୟରେ ବିଭିନନ୍ନ ସଂଗଠନ ପକ୍ଷରୁ ଦୃଢ଼ ଦାବୀ ହେବା ଫଳରେ ଏହି ମେମୋ ଟ୍ରେନକୁ ପଲାସାରୁ କଟକ ପର୍ଯ୍ୟନ୍ତ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୬/୮: ଗଜପତି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ବନ୍ଦ ଓ ନିଶାମୁକ୍ତ ସହ ଅବୈଧ ଚାଲାଣ ମୁକ୍ତ ସୁସ୍ଥ ସମାଜ ଗଠନ ପାଇଁ ଆଜି ଜିଲ୍ଲା ପ୍ରଶାସନ ଓ ସର୍ବସାଧାରଣଙ୍କ ମିଳିତରେ ନିଆରା ଢଙ୍ଗରେ ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲା ବ୍ୟାପି ବିଭିନ୍ନ ସାମୁହିକ ସଚେତନତା ଓ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଗଜପତି ଜିଲ୍ଲାରେ ପଲ୍ଲୀ ଠାରୁ ଆରମ୍ଭ କରି ବିଭିନ୍ନ ସହର ସମେତ ପାରଳାଖେମୁଣ୍ଡି ସହରରେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨/୮: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବନ-ଖଣ୍ଡିୟ କାର୍ଯ୍ୟାଳୟ ନିକଟସ୍ଥରେ ଥିବା ବୃଦ୍ଧାଶ୍ରମ “ଆଶ୍ରା”ର ଅନ୍ତେବାସୀଙ୍କ ନିମନ୍ତେ କୋଭିଡ ସଚେତନତା ଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଗୁରାଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା: ପତିତପାବନ ବାରିକଙ୍କ ଆଗୁଆ ଅନୁମତି କ୍ରମେ ଗୁରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର , ବୃଦ୍ଧାଶ୍ରମ “ଆଶ୍ରା” ଏବଂ ହିନ୍ଦୁସ୍ଥାନ ଲାଟେକ୍ସ Continue Reading
Odisha News
ଗଣେଶ କୁମାର ପତିଙ୍କ ରିପୋର୍ଟଗଜପତି,୨/୮: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବନ-ଖଣ୍ଡିୟ କାର୍ଯ୍ୟାଳୟ ନିକଟସ୍ଥରେ ଥିବା ବୃଦ୍ଧାଶ୍ରମ “ଆଶ୍ରା”ର ଅନ୍ତେବାସୀଙ୍କ ନିମନ୍ତେ କୋଭିଡ ସଚେତନତା ଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଗୁରାଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା: ପତିତପାବନ ବାରିକଙ୍କ ଆଗୁଆ ଅନୁମତି କ୍ରମେ ଗୁରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର , ବୃଦ୍ଧାଶ୍ରମ “ଆଶ୍ରା” ଏବଂ ହିନ୍ଦୁସ୍ଥାନ ଲାଟେକ୍ସ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨/୮: ଗଜପତି ଜିଲ୍ଲାରେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।ଭୋଟର ମାନଙ୍କ ପରିଚୟ ଦୃଢ଼ୀକରଣ କରିବା ତଥା ଭୋଟର ତାଳିକାରେ ତଥ୍ୟ ବୈଧକରଣ କରିବା ହେଉଛି ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ।ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଜି ଏହି ପ୍ରକ୍ରିୟା\’ର ଆରମ୍ଭ କରିଥିଲେ , ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ଏ ସମ୍ପର୍କରେ ସମ୍ପୃକ୍ତ Continue Reading