ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨/୧୦: ଜାତିର ଜନକ ମହାତ୍ମା ଗାନ୍ଧିଜଙ୍କ ୧୫୩ ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ ଅବସରରେ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୌଜନ୍ୟତାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସକାଳ ସମୟରେ ଗାନ୍ଧିଛକ ସ୍ଥିତ ଗୌରହରି ପାଠାଗାର ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଉପରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଓ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟପାରଳାଖେମୁଣ୍ଡି,୨ /୧୦ : ଗଜପତି ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ତରଫରୁ ପାରଳାଖେମୁଣ୍ଡି ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୨ ପାଳନ ଅବସରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଏବଂ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ , ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟପାରଳାଖେମୁଣ୍ଡି, ୩୦/୯: ଗଜପତି ଜିଲ୍ଲା ପ୍ରଶାସନ ତରଫ\’ରୁ ବାଲ୍ୟ ବିବାହକୁ ବନ୍ଦ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଙ୍କ ଦ୍ଵାରା ପାରଳାଖେମୁଣ୍ଡି ପୌର-ପରିଷଦ ଅନ୍ତର୍ଗତ ୯ ନମ୍ବର ୱାର୍ଡ ଠାରେ ଥିବା ଭେଙ୍କଟଶ୍ୱର ମନ୍ଦିର ସମେତ ସହରର ଜାମିଆ ମସଜିଦ୍ , ଓ ବାପ୍ ଟିଷ୍ଠ ଚର୍ଚ୍ଚ ଠାରେ ପ୍ରସ୍ତୁତ ହୋଇଥିବା ସୁଚନା ଫଳକକୁ ଉଦଘାଟନ କରିଥିଲେ ।ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ସୁଚାଇ ଥିଲେ ଯେ Continue Reading
ଗଣେଶ କୁମାର ରାଜୁଙ୍କ ରିପେପାର୍ଟପାରଳାଖେମୁଣ୍ଡି, ୩୦/୯:- ଗଜପତି ଜିଲ୍ଲାର କାଶୀନଗର ଓ ଗୁମ୍ମା ବ୍ଲକର ୨୦ ଟି ଗ୍ରାମ ପଞ୍ଚାୟତର ୨୦ ଜଣ ପାଣି ପଞ୍ଚାୟତ୍ ସଭ୍ୟ ମାନଙ୍କୁ ନେଇ ୧୦ ଦିନିଆ ଏକ ତାଲିମ ଶିବିର କାର୍ଯ୍ୟକ୍ରମ ଗୁମ୍ମା ସ୍ଥିତ ସରକାରୀ ଆଇଟିଆଇ: ଠାରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ତାଲିମ ଶିବିର କାର୍ଯ୍ୟକ୍ରମ ଗତ ୧୯ ତାରିଖ ଦିନ ଠାରୁ ଆରମ୍ଭ ହୋଇ ଆଜି ୨୯ ତାରିଖରେ ଶେଷ ହୋଇଥିଲା ।ଏହି ୧୦ ଦିନିଆ […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୯/୯: ପାରଳାଖେମୁଣ୍ଡି:-୨୮/୯(ଗଣେଶ କୁମାର ରାଜୁ):-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଗଜପତି ପକ୍ଷରୁ ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଏବଂ ଯୁବସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୮/୯: ଓଡ଼ିଶା ରେଲୱେ ଯାତ୍ରାର ଅଗ୍ରଗତି ନେଇ ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାର୍ଥନା-ସଭା ହଲ ଠାରେ ଆପନ୍ନା ପରିଛା ସ୍ମୃତିସଂସଦ ଆନୁକୁଲ୍ୟରେ “ଓଡ଼ିଶା ଦି ରେଲୱେ ଷ୍ଟୋରୀ” ସମ୍ପର୍କିତ କର୍ମଶାଳାରେ ଓଡ଼ିଶାର ପ୍ରଥମ ରେଳପଥ ନିର୍ମାଣରେ ପାରଳାର ଅବଦାନ ଶୀର୍ଷକ ପ୍ରସଙ୍ଗ ଉପରେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।ଶିଶୁ ବିଦ୍ୟାମନ୍ଦିରର ପରିଚାଳନା କମିଟି ସଭାପତି ଡଃ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୮/୯: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ବିଶ୍ଵ ଜଳାତଙ୍କ ଦିବସ କାର୍ଯ୍ୟକ୍ରମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଏକ ସଚେତନତା ରଥ ଓ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହାକୁ ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ଏଏନଏମ: Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୮/୯: ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ବିଜୟ କ୍ଳବ୍ ପରିସରରେ ସନ୍ଧ୍ୟାରେ ଓଡ଼ିଶା ନାଟ୍ୟ ସଂଘର ୩୫ ତମ ବାର୍ଷିକ ଦିବସ କାର୍ଯ୍ୟକ୍ରମ ଓଡ଼ିଶା ନାଟ୍ୟ ସଂଘର ଗଜପତି ଜିଲ୍ଲାଶାଖା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ “ସାଂପ୍ରତିକ ସାମାଜିକ ଗଣମାଧ୍ୟମ ଯୁଗରେ ମଞ୍ଚ ନାଟକର ସ୍ଥିତି” ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଓଡ଼ିଶା ନାଟ୍ୟ ସଂଘର ଗଜପତି ଜିଲ୍ଲା Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟପାରଳାଖେମୁଣ୍ଡି, ୨୬/୯ : ଉପୋଭକ୍ତା ଓକିଲାତି ସଂଘ ତଥା ଗଞ୍ଜାମ ଜିଲ୍ଲା କୁଲାଡ ଗ୍ରାମର ଭଞ୍ଜମଣ୍ଡପ ସ୍ଥିତ ଭଞ୍ଜ ଗ୍ରାମୀଣ ବିକାଶ ସଂସ୍ଥା (ବାର୍ଡ) ପକ୍ଷରୁ ଭାରତ ସରକାର\’ଙ୍କ ଟେଲିକମ ସଞ୍ଚାର ପ୍ରାଧିକରଣ ସଂସ୍ଥା “ଟ୍ରାଇ” ସହଯୋଗରେ ଏକ ଦିନିକିଆ ଟେଲିକମ ଓ ଡ଼ିଟିଏଚ ଗ୍ରାହକ ଅଧିକାର ଓ ଅଭିଯୋଗ ସମ୍ଭନ୍ଧୀୟ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଓଡ଼ିଶା ବିକଳାଙ୍ଗ ମଞ୍ଚର ସଭାପତି Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୬/୯: ଗୁଣୁପୁର କଟକ ମେମୋ ଟ୍ରେନରେ ସଫେଇ କାର୍ଯ୍ୟରେ ଚରମ ଅବ୍ୟବସ୍ଥା କରା ଯାଉଥିବା ଯୋଗୁଁ ବହୁ ସମ୍ପୂର୍ଣ୍ଣ ଦୁର୍ଗନ୍ଧମୟ ହୋଇପଡିଛି । ଯାତ୍ରୀମାନେ ଦୁର୍ଗନ୍ଧ ଯୋଗୁଁ ନାହିଁ ନ ଥିବା ଦୁର୍ଗନ୍ଧମୟ ପରିବେଶ ମଧ୍ୟରେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି ।ପଲାଶା -ଭୁବନେଶ୍ୱର ନଂ- ୦୮୪୨୧/୦୮୪୨୨ ମେମୋ ଟ୍ରେନକୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ଚଳାଚଳ କରିବା ପାଇଁ ପାରଳାଖେମୁଣ୍ଡି ଓ Continue Reading