ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୫/୨: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଅଗ୍ରଣୀ ଲୋକ ନୃତ୍ୟ ଦଳ “ ବନ୍ଦେ ମାତରମ ” ପକ୍ଷରୁ ଭୁବନେଶ୍ବର ସ୍ଥିତ ଉତ୍କଳ ମଣ୍ଡପ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ-୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେଇ ଗଜପତି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛି ।ଏହି “ବନ୍ଦେ ମାତରମ୍” ଲୋକ-ନୃତ୍ୟ ଦଳ ଉତ୍କଳ ଦିବସ ଅବସରରେ ରାଜଧାନୀ ଭୁବନେଶ୍ବର ସ୍ଥିତ ଉତ୍କଳ ମଣ୍ଡପ […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୪/୪: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ୍ୟ ଠାରେ ଆଜି ଗଜପତି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି ବୈଠକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତା କରି ଦୃତ ଗତିରେ ଗାଡି ଚଳାଇବା ଓ ମୋଟର ଗାଡି ଜନିତ ଦୁର୍ଘଟଣା ରୋକିବା ଓ ହ୍ରାସ କରିବା ଦିଗରେ ରହିଥିବା ନିୟମ କଟକଣାକୁ ତୀବ୍ର କରିବା ପାଇଁ ନିର୍ଦ୍ଦେଶ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨/୪: ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଆଜି ୮୮ ତମ “ଓଡ଼ିଶା ଦିବସ-୨୦୨୩ ଉତ୍କଳ ହିତୈଷିଣୀ ସମାଜ ଓ ଗଜପତି ଜିଲ୍ଲା ସ୍ଵାମୀ ବିବେକାନନ୍ଦ ଲୋକ ସଂସଦର ମିଳିତ ଆନୁକୁଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି ।ଏହି ଅବସରରେ ଉତ୍କଳ ହିତୈଷିଣି ସମାଜ , ଜିଲ୍ଲା ଉତ୍କଳ ସମ୍ମିଳନୀ ଓ ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ କର୍ମକର୍ତ୍ତା ମାନେ ବଜାର ଛକ ସ୍ଥିତ ନବ ଉତ୍କଳର Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧/୪: ଗଜପତି ଜିଲ୍ଲା ସଦର ମହକୁମା ପାରାଳାଖେମୁଣ୍ଡି ସହର ସ୍ଥିତ ଗଜପତି ଷ୍ଟାଡିୟମ୍ ପଡିଆ ଠାରେ ଆଜି ଜିଲ୍ଲା ସ୍ତରୀୟ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି ।ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ମୁଖ୍ୟଅତିଥି ଭାବେ ଯୋଗଦେଇ ମିଳିତ ପରେଡର ଅଭିଵାଦନ ଗ୍ରହଣ କରିଥିଲେ ।ଉଦବୋଧନ ଦେଇ ଆରକ୍ଷୀ ଅଧିକ୍ଷକ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧/୪: ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସାମାଜିକ ସୁରକ୍ଷା ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ତୃତିୟ-ଲିଙ୍ଗି ଦୃଶ୍ୟମାନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସର\’ରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଅଧ୍ୟକ୍ଷତା କରି ସମାଜରେ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୩୦/୩: ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମଜିବୀ ମାନଙ୍କୁ ସଂଗଠିତ କରିବା ସହ ସେମାନଙ୍କର ଆଇନଗତ ଓ ନ୍ୟାୟ ସଙ୍ଗତ ଦାବୀକୁ ସରକାର ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟରେ ଉଠାଇ ହାସଲ କରିବା ତଥା ଶ୍ରମିକ ଶ୍ରେଣୀ ର ବିଭିନ୍ନ ବର୍ଗ ମଧ୍ୟରେ ଏକତା ସୃଷ୍ଟି କରି ଶ୍ରମିକ ଶ୍ରେଣୀକୁ ସାମାଜିକ ପରିବର୍ତ୍ତନ ଲଢେଇ ରେ ସାମିଲ କରାଇବାର ପ୍ରତିବଦ୍ଧତା ନେଇ ସର୍ବ ଭାରତୀୟ ବିପ୍ଳବୀ ଟ୍ରେଡ଼ ୟୁନିଅନ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୮/୩: ଗଜପତି ଜିଲ୍ଲା ଅନ୍ତର୍ଗତ ସିୟୁଟିଏମ: ର ସ୍କୁଲ ଅଫ୍ ମ୍ୟାନେମେଣ୍ଟ ପାରଳାଖେମୁଣ୍ଡି କ୍ୟାମ୍ପସ ପକ୍ଷରୁ ଦୁଇ ଦିନିଆ ଜାତୀୟ ସ୍ତରର ଛାତ୍ର ପରିଚାଳନା ଉତ୍ସବ ମଞ୍ଜାର୍ ୨୦୨୩ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି ।ଏହି ମଞ୍ଜାର-୨୦୨୩ ର ଉଦଘାଟନୀ ସମାରୋହ ଆଜି ମାର୍ଚ୍ଚ ୨୮ ତାରିଖ ରେ ସ୍କୁଲ ଅଫ ମ୍ୟାନେଜମେଣ୍ଟର ଅଡିଟୋରିୟମ ହଲ ଠାରେ ଅନୁଷ୍ଠିତ ହୋଇଥିଲା ।ଏହି ମଞ୍ଜାର ଉତ୍ସବ ସମାରୋହରେ ବିଭିନ୍ନ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୮/୩: ପାରଳାଖେମୁଣ୍ଡି ସ୍ଥିତ ସମାଜ ସେବକ ସଂଘ କବିଚନ୍ଦ୍ର ପାଠାଗାର ପରିସରରେ ଜିଲ୍ଲାସ୍ତରୀୟ ବିଶ୍ଵ ନାଟ୍ୟ ଦିବସ ପାଳନ ଅବସରରେ ନାଟୁଆ ମେଳା କାର୍ଯ୍ୟକ୍ରମ ଅଗ୍ରଣୀ ନାଟ୍ୟ ସଂସ୍ଥା “ତରଙ୍ଗ ରଙ୍ଗ” ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପ୍ରଗତିଶୀଳ ନାଟ୍ୟ ସଂସ୍ଥା “ତରଙ୍ଗ ରଙ୍ଗ” ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୭/୩: ପାରଳାଖେମୁଣ୍ଡି ସ୍ଥିତ ରାମନଗର ବସ୍ତି ଅଞ୍ଚଳରେ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି ।ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମିଳିତ ଭାବେ ଏହି ସ୍ୱାସ୍ଥ୍ୟ-କେନ୍ଦ୍ରକୁ ଉଦଘାଟନ କରିଥିଲେ । ଉଦଘାଟନ ପରେ ଜିଲ୍ଲାପାଳ ଶ୍ରୀ ପଣ୍ଡା ଓ ପୌର ଅଧ୍ୟକ୍ଷା ଶ୍ରୀମତୀ ସେଠୀ ସ୍ୱାସ୍ଥ୍ୟ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୭/୩: ରାହୁଲ ଗାନ୍ଧୀଙ୍କୁ ମୋଦି ସରକାରଙ୍କ ପକ୍ଷରୁ ଉଦ୍ଦେଶ୍ୟ ମୂଳକ ଭାବରେ କରା ଯାଇଥିବା ମକଦ୍ଦମା ଏବଂ ଦଣ୍ଡାଦେଶ ବିରୋଧରେ ପାରଳାଖେମୁଣ୍ଡି ଗାନ୍ଧିଛକ ସ୍ଥିତ ଗୌରହରି ପାଠାଗାର ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ ପ୍ରତିବାଦ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସୂଚନାଯୋଗ୍ୟ ଯେ , ଗତ ଦୁଇ ଦିନ ତଳେ ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ସଭାପତି Continue Reading